ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ଚାଲିଛି ଡାଲଗୋନା କଫି, କଣ ଆପଣ ଜାଣନ୍ତି କି କିପରି ପ୍ରସ୍ତୁତ କରାଯାଏ ଏହି କଫି

ଆବଶ୍ୟକୀୟ ସାମଗ୍ରୀ

  • କଫି ୨ ଚାମଚ
  • ଚିନି ୨ ଚାମଚ
  • ଗରମ୍ ପାଣି ୨ ଚାମଚ
  • କ୍ଷୀର
  • ବରଫଖଣ୍ଡ

How to make whipped 'Dalgona' coffee, TikTok's latest viral trend

ପ୍ରସ୍ତୁତି ପ୍ରଣାଳୀ

ଡାଲଗୋନା କଫି ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ୨ ଚାମଚ କଫି, ୨ ଚାମଚ ଚିନି ଓ ୨ ଚାମଚ ଗରମପାଣି ନେଇ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଗୋଳାନ୍ତୁ । ତାପରେ କଫି ମଗ୍ ଆଣି ସେଥିରେ ପ୍ରଥମେ ୨ ଖଣ୍ଡ ବରଫ ଏବଂ କ୍ଷୀର ଦିଅନ୍ତୁ । ଶେଷରେ ତା ଉପରେ ଗୋଳାଇ ରଖିଥିବା କଫିକୁ ଦିଅନ୍ତୁ । ବର୍ତ୍ତମାନ୍ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଡାଲଗୋନା କଫି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.