ମିନିଟରେ ପ୍ରସ୍ତୁତ ହେବ ଏହି ଚଟପଟା ଝାଲ ମୁଢ଼ି, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଯେତେବେଳେ ବି କିଛି ଚଟପଟା ଖାଇବାକୁ ମନ ହୋଇଥାଏ ସେତେବେଳେ ଲୋକଙ୍କୁ ସବୁଠାରୁ ଅଧିକ ପସନ୍ଦ ଆସିଥାଏ ଗୁପଚୁପ୍‌ ନଚେତ ଭେଲପୁରୀ। ଏହାର ସ୍ୱାଦ ଚାଖିବା ପାଇଁ ଲୋକାମାନେ ଗୁପଚୁପ ଓ ଭେଲ ଆଡକୁ ଟାଣି ହୋଇଯାନ୍ତି। ତେବେ ଆପଣ ଚାହିଁବେ ତ ଏହାକୁ ଘରେ ବି ବନାଇ ପାରିବେ। ଆଜି ଆମେ ଆପଣଙ୍କୁ ଏହାକୁ ବନାଇବା ରେସିପି ନେଇ ଆସିଛୁ, ଯାହା ବହୁତ କମ୍‌ ସମୟ ମଧ୍ୟରେ ପ୍ରସ୍ତୁତ ହୋଇପାରିବ। ତେବେ ଜାଣନ୍ତୁ ଏହାକୁ କେମିତି କରିବି ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୪ କପ୍‌ ମୁଢ଼ି
  • ୨ ଛୋଟ କଟା ପିଆଜ
  • ୨ ଛୋଟ କଟା ଟମାଟୋ
  • ୨ ଛୋଟ କଟା କଞ୍ଚା ଲଙ୍କା
  • ୪ ଚାମଚ୍‌ ପୋଦିନା ଚଟଣୀ
  • ୪ ଚାମମଚ ତେନ୍ତୁଳିର ଖଟା ମିଠା ଚଟଣୀ
  • ୧ ଚାମଚ୍‌ ଚାଟ ମସଲା ପାଉଡର
  • ୧/୪ କପ୍‌ ଚଣା କିମ୍ବା ମୁଗ ଡାଲି ନମକିନ୍‌
  • ଲୁଣ ସ୍ୱାଦାନୁସାରେ
  • ୧/୨ କପ୍‌ କଟା ଅଖରୋଟ
  • ୧/୪ କପ୍‌ ସେଉ
  • ୧୨ରୁ ୧୫ଟି ପାମ୍ପୁଡି

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ସମସ୍ତ ସାମଗ୍ରୀକୁ ଏକାସାଥିରେ ଭଲଭାବେ ମିଶାନ୍ତୁ।
ଏବେ ଏହାକୁ ପ୍ଲେଟରେ ବାହାର କରିଦିଅନ୍ତୁ ଏବଂ ସାଇଡରେ ପାମ୍ପୁଡି ରଖି ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.