Below header

୨୦ ନା ୩୦, ନିଜ ରାଶିରୁ ଜାଣନ୍ତୁ କେଉଁ ବୟସରେ ବିବାହ କରିବା ହୋଇଥାଏ ଆପଣଙ୍କ ପାଇଁ ଠିକ !

ବିବାହ ସାରାଜୀବନର ସମ୍ପର୍କ ହୋଇଥାଏ ଏଥିପାଇଁ ସବୁ ପଦକ୍ଷେପ ଭାବିଚିନ୍ତି ନେବା ବହୁତ ଜରୁରୀ ଅଟେ। ଯଦି ଆପଣ ବିଶ୍ବାସ ରଖୁଥିବେ ଯେ ତାରା ମାନେ ଆମ ପ୍ରେମ ଜୀବନରେ ବହୁତ ପ୍ରଭାବ ପକାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ରାଶି ହିସାବରେ ଜଣାଇବୁ ଯେ କେଉଁ ବୟସରେ ବିବାହ କଲେ ସମ୍ପର୍କ ଠିକ ରହିଥାଏ। ତେବେ ଆସନ୍ତୁ ଜାଣିବା ରାଶି ହିସାବରେ ଆପଣଙ୍କ ବିବାହର ଉଚିତ ବୟସ।

ମେଷ ରାଶି :

ଏହି ରାଶିର ବ୍ୟକ୍ତି ବ୍ୟସ୍ତତା ଭାବରେ ବିହାର କରିନିଅନ୍ତି। ମେଷ ରାଶିର ଲୋକଙ୍କୁ ୨୫-୩୦ ବୟସ ମଧ୍ୟରେ ବିବାହ କରିବା ଉଚିତ। ଏହି ବୟସ ପର‌୍ୟ୍ୟନ୍ତ ତାଙ୍କ ଭାବନାରେ ଅଳ୍ପ ପରିବର୍ତ୍ତନ ଆସିବା ଆରମ୍ଭ ହୋଇଯାଇଥାଏ। ଯାହାର ପ୍ରଭାବ ତାଙ୍କ ସମ୍ପର୍କରେ ମଧ୍ୟ ଦେଖାଯାଇଥାଏ।

ବୃଷ ରାଶି :

ଏହି ରାଶିର ବ୍ୟକ୍ତିଙ୍କ ସ୍ବଭାବ ବହୁତ ରୋମାଣ୍ଟିକ ହୋଇଥାଏ ଏବଂ ସେମାନଙ୍କୁ ନିଜ ଭଳି ସାଥି ହିଁ ଦରକାର ହୋଇଥାଏ। ଏହି ରାଶିର ବ୍ୟକ୍ତି ମାନେ ଯେଉଁ ବୟସରେ ବି ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ତାହାକୁ ଭଲ ଭାବେ ପରିଚାଳନା କରିଥାନ୍ତି।

bride groom

ମିଥୁନ ରାଶି :

ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ୩୦-୩୫ ବୟସରେ ବିବାହ କରିବା ଉଚିତ। ଏହି ବୟସରେ ସେମାନଙ୍କର ନିଜ ସାଥୀଙ୍କ ସହିତ ତାଳମେଳ ଭଲ ହୋଇଥାଏ।

କର୍କଟ ରାଶି :

ଏହି ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଏବଂ ପରିବାର ଆରମ୍ଭ କରିବାର ବହୁତ ଜଲଦି ରହିଥାଏ। କିନ୍ତୁ ଏହା ପରେ ମଧ୍ୟ ୨୦-୨୫ ବୟସରେ ହିଁ ବିବାହ କରିନେବା ଆବଶ୍ୟକ।

ସିଂହ ରାଶି :

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ବୈବାହିକ ଜୀବନ ଭଲରେ କଟୁ ତେବେ ୨୪-୩୦ ବର୍ଷ ବୟସରେ ହିଁ ବିବାହ କରିଦିଅନ୍ତୁ।

କନ୍ୟା ରାଶି :

ଏହି ରାଶିର ଲୋକମାନେ କାମ ସହିତ ନିଜର ସମ୍ପର୍କ ମଧ୍ୟ ପରଫେକ୍ଟ ରହୁ ବୋଲି ଚାହାନ୍ତି। ଏମିତିରେ ଆପଣଙ୍କୁ ୩୦-୩୫ ବର୍ଷ ବୟସରେ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହେବା ଆବଶ୍ୟକ। କାରଣ ଏହି ବୟସରେ ସାଥୀଙ୍କ ସହିତ ଆପଣଙ୍କ ବୋଡିଙ୍ଗ ଭଲ ରହିଥାଏ।

couple

ତୁଳା ରାଶି :

ତୁଳା ରାଶିର ବ୍ୟକ୍ତିମାନେ ୨୩ ବର୍ଷ ବୟସରେ ହିଁ ସମ୍ପର୍କକୁ ପାଳିବାର କ୍ଷମତା ଆସିଯାଏ। ଏଥିପାଇଁ ଏହି ବୟସ ପରେ ଆପଣ କେବେବି ବିବାହ କରିପାରିବେ।

ବିଛା ରାଶି :

ନିଜ ସାଥୀଙ୍କ ପାଇଁ ଏହି ରାଶିର ବ୍ୟକ୍ତି କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଯାନ୍ତି। ଏମାନଙ୍କୁ ନିଜ ପାଇଁ ପରଫେକ୍ଟ ଜୀବନ ସାଥୀର ଖୋଜ ରହିଥାଏ। କିନ୍ତୁ ଆପଣଙ୍କ ଏହି ଖୋଜ୍ ୩୦ ବର୍ଷ ବୟସରେ ହିଁ ଶେଷ ହେବ।

ଧନୁ ରାଶି :

ଏହି ରାଶିର ବ୍ୟକ୍ତିଙ୍କୁ ବିବାହ ବହୁତ ଆକର୍ଷିତ କରିଥାଏ କିନ୍ତୁ ଏହି କାରଣରୁ କୌଣସି ଭୁଲ ନିଷ୍ପତି ନିଅନ୍ତୁ ନାହିଁ। ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ୩୫ ବର୍ଷ ବୟସରେ ହିଁ ବିବାହ କରିବା ଉଚିତ ବୋଲି ଧରାଯାଏ।

ମକର ରାଶି :

ମକର ରାଶିର ବ୍ୟକ୍ତିମାନେ କୌଣସି ବି ପ୍ରତିଶୃତି ଦେବା ପାଇଁ ଡରନ୍ତି ନାହିଁ ଏବଂ ନା ତାକୁ ପୂରା କରିବାକୁ ପଛକୁ ହଟିଥାନ୍ତି। ଏଥିପାଇଁ ଏହି ରାଶିର ଲୋକମାନେ କୌଣସି ବି ବୟସରେ ବିବାହ କରିପାରିବେ।

couple

କୁମ୍ଭ ରାଶି :

ଏହି ରାଶିର ବ୍ୟକ୍ତି ଏମିତି ସାଥୀ ଚାହିଁଥାନ୍ତି ଯିଏ ତାଙ୍କୁ ବୁଝନ୍ତୁ ଏବଂ ସବୁ କାମରେ ତାଙ୍କୁ ସାହାଯ୍ୟ କରନ୍ତୁ। କିନ୍ତୁ ଏଥିପାଇଁ ଆପଣ ଜଲଦି ଜଲଦିରେ ବିବାହ କରନ୍ତୁ ନାହିଁ।। ୨୬-୩୦ ବର୍ଷ ବୟସରେ ବିବାହ କରିବା କୁମ୍ଭ ରାଶିଙ୍କ ପାଇଁ ଠିକ ହୋଇଥାଏ।

ମୀନ ରାଶି :

ଏହି ରାଶିର ବ୍ୟକ୍ତିଙ୍କୁ ନିଜର ସ୍ବାଧୀନତା ବହୁତ ପସନ୍ଦ ହୋଇଥାଏ ଏଥିପାଇଁ ଆପଣଙ୍କୁ ୩୦ ବର୍ଷ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧିହେବା ଉଚିତ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.