ଚେହେରାକୁ ସୁନା ଭଳି ଚମକାଇଥାଏ ଲେମ୍ବୁ, ଥରେ ନିଶ୍ଚୟ ଏଥିରେ କଣ ରହିଛି ଫାଇଦା

ଲେମ୍ବୁ ପ୍ରାୟ ସମସ୍ତଙ୍କ ଘରେ ରହିଥାଏ। ଲେମ୍ବୁୁକୁ ସାଧାରଣତଃ ସାଲାଡ, ଆଚାର ପାଇଁ ବ୍ୟବହାର କରାଯାଏ କିନ୍ତୁ ଏହାର ଆହୁରି ଅନେକ ଉପାୟ ମଧ୍ୟ ରହିଛି। ଦାନ୍ତ ଯନ୍ତ୍ରଣାରେ ଲେମ୍ବୁ ରସ ଏବଂ ଲବଙ୍ଗ ଚୂର୍ଣ୍ଣର ମଞ୍ଜନ ବହୁତ ଲାଭବାନ ହୋଇଥାଏ।

-ଚେହେରାରେ ଲେମ୍ବୁ ରସ ସହିତ ଚିନି କିମ୍ବା ମଲାଇ ଲଗାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ଏବଂ ଦାଗ ଦୁର ହୋଇଥାଏ।

-ଜ୍ୱର ହୋଇଥିଲେ ଉଷୁମ ପାଣିରେ ଲେମ୍ବୁ ରସରେ ସାମାନ୍ୟ ଲୁଣ ମିଶାଇ ସେବନ କଲେ ଜ୍ୱର ଠିକ ହୋଇଯାଇଥାଏ। ତ୍ୱଚାରେ ଦାଗ ଥିଲେ ଲେମ୍ବୁ ରସ ଲଗାଇବା ଦ୍ୱାର ଦାଗ ଦୂର ହୋଇଥାଏ।

-ଦାନ୍ତ ସଫା କରିବା ପାଇଁ ଲେମ୍ବୁ ଏବଂ ହେଙ୍ଗୁକୁ ମାଲିସ କରିବା ଦ୍ୱାର ଦାନ୍ତ ସଫା ଏବଂ ଚମକଦାର ହୋଇଥାଏ। ଲେମ୍ବୁ ରସରେ ଫଟା କ୍ଷୀରକୁ ପିଇବା ଦ୍ୱାରା ଦସ୍ତ ସମସ୍ୟାରୁ ଆରାମ ମିଳିଥାଏ।