ଖରାଦିନେ ଲଗାନ୍ତୁ ଲେମ୍ବୁରସ-ଚିନିର ଫେସପ୍ୟାକ , ୩୦ମିନିଟରେ ପାଆନ୍ତୁ ଇନଷ୍ଟାଣ୍ଟ ଗ୍ଲୋ
ଖରାଦିନରେ ସୂର୍ଯ୍ୟଙ୍କ ଉତ୍ତାପ କାରଣରୁ ଏହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ। ସୂର୍ଯ୍ୟଙ୍କ କିରଣ ସିଧାସଳଖ ଭାବେ ଆମ ସ୍କିନ ଉପରେ ପଡ଼େ। ଯାହା କାରଣରୁ ଚେହେରାରେ ଦାଗ ପଡିବା ସହ ଉଜ୍ୱଳତା ହ୍ରାସ ପାଏ। ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ସହଜ ଘରୋଇ ଉପାୟ।…