Below header

ସନ୍ଧ୍ୟାରେ ପିଲାକୁ ବନାଇ ଖୁଆନ୍ତୁ ପଞ୍ଜାବୀ ତଡକା, ପାଇବେ ଚଟପଟା ସ୍ୱାଦର ମଜା

ଆବଶ୍ୟକ ସାମଗ୍ରୀ

  • ୨ ପ୍ୟାକେଟ ମ୍ୟାଗି
  • ୧/୪ କପ୍‌ ପିଆଜ (କଟା ହୋଇଥିବା)
  • ୧/୪ କପ୍‌ ଟମାଟୋ
  • ୧/୪ କପ୍‌ ସିମଲା ଲଙ୍କା
  • ୧/୪ କପ୍‌ ଗ୍ରୀନ ମଟର
  • ୧/୪ କପ୍‌ ଗାଜର
  • ୧/୨ ଚାମଚ ଗରମ ମସଲା
  • ୧ ଚାମଚ ଲଙ୍କା ପାଉଡର
  • ୨ ରୁ ୩ଟି ସୁଖିଲା ଲଙ୍କା
  • ୧ ଚାମମଚ ରସୁଣ (ଛୋଟ କଟା ହୋଇଥିବା)
  • ଏକ ଚାମଚ ବଟର

ପ୍ରସ୍ତୁତି ପ୍ରଣାଳୀ

ପଞ୍ଜାବୀ ତଡକା ମ୍ୟାଗି ବନାଇବା ପାଇଁ ସର୍ବପ୍ରଥେମେ ଏକ ପ୍ୟାନରେ ତେଲ ଗରମ କରନ୍ତୁ। ସେଥିରେ ପିଆଜ, ଟମାଟୋ, ସିମଲା ଲଙ୍କା ଏବଂ ଗାଜର ପକାନ୍ତୁ। ଏହି ପରିବା ସବୁକୁ ହାଲକା ନରମ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ। ଏବେ ମ୍ୟାଗି ମସଲା ଏବଂ ଗରମ ମସଲା, ଅଳ୍ପ ଲୁଣ ପକାଇ ଭଲଭାବେ ଏକା ସାଥିରେ ଫୁଟାନ୍ତୁ। ଏହାକୁ ଏକ ଘୋଡଣୀରେ ଘୋଡାଇ ଦିଅନ୍ତୁ। ମ୍ୟାଗି କିଛି ସମୟ ପରେ ହୋଇଗଲା ପରେ ଏକ ପ୍ଲେଟକୁ ବାହାର କରିଦିଅନ୍ତୁ। ଏହାଉପରେ ବଟର ପକାଇ ଗରମା ଗରମ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.