ଗୁରୁ ଦିବସରେ ରାଶି ହିସାବରେ ଦିଅନ୍ତୁ ଉପହାର : ହେବ ପ୍ରଚୁର ଜ୍ଞାନ ପ୍ରାପ୍ତି

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ବର , ,ଗୁରୁଃ ସାକ୍ଷାତ ପରମବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ଜୀବନରେ ମାତା-ପିତା,ଭାଇ-ଭଉଣୀ ,ସ୍ବାମୀ-ସ୍ତ୍ରୀର ସଂପର୍କଠାରୁ ଖୁବ ନିଆରା ରହିଥାଏ ଗୁରୁ-ଶିଷ୍ଯଙ୍କ ସଂପର୍କ। ଏଥିପାଇଁ ତ ଦୁନିଆରେ ସବୁଠାରୁ ଉଚ୍ଚ ସ୍ଥାନରେ ଗୁରୁ୍ଙ୍କୁ ରଖାଯାଇଛି। ଏପରି ମଧ୍ୟ କୁହାଯାଇଥାଏ କି, ଗୁରୁଙ୍କ ବିନା ଶିକ୍ଷା ତଥା ଜ୍ଞାନ ଅଧୁରା ।ଏଣୁ ଗୁରୁଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଥାଏ। ଆଜି ଆମେ ରାଶି ହିସାବରେ ଗୁରୁଙ୍କୁ କଣ ଉପହାର ଦେବା ଉଚିତ ତାହା ବିଷୟରେ କହିବା ପାଇଁ ଯାଉଛୁ।

ମେଷ- କର୍କଟ ରାଶି : ଏହି ରାଶିର ବ୍ଯକ୍ତି ନିଜ ଗୁରୁଙ୍କୁ ନାଲି ରଙ୍ଗର ବସ୍ତ୍ର ଉପହାର ଦେବା ଉଚିତ୍ ।

ବୃଷ- ତୁଳା ରାଶି : ଏହି ରାଶିର ବ୍ଯକ୍ତି ନିଜ ଗୁରୁଙ୍କୁ ଧଳା ରଙ୍ଗ ଥିବା କୌଣସି ଉପହାର ଦେବା ଉଚିତ।

ଆହୁରି ପଢ଼ନ୍ତୁ: ଶୀକୃଷ୍ଣ ବାଣୀ : ଅଜାଣତରେ ହୋଇଥିବା ପାପର ଏପରି କରନ୍ତୁ ପ୍ରାୟଶ୍ଚିତ

ମିଥୁନ- କନ୍ଯା ରାଶି : ଏହି ରାଶିର ବ୍ଯକ୍ତି ଗୁରୁଙ୍କୁ ନୀଳ ରଙ୍ଗର ବସ୍ତ୍ର ବା ଉପହାର ଦେବା ଉଚିତ୍।

ବିଛା ରାଶି : ଏହି ରାଶିର ବ୍ଯକ୍ତି ଶିକ୍ଷକଙ୍କୁ ରୁପାର କୌଣସି ଉପହାର ସ୍ବରୁପ ଦେବା ଉଚିତ।

ସିଂହ ରାଶି : ଏହି ରାଶିର ବ୍ଯକ୍ତି ଶିକ୍ଷକଙ୍କୁ ତମ୍ବାର କିଛି ଉପହାର ଦେବା ଉଚିତ୍।

ଧନୁ- ମୀନ ରାଶି : ଏହି ରାଶିର ବ୍ଯକ୍ତି ଶିକ୍ଷକଙ୍କୁ ସୁନା ଧାତୁର କୌଣସି ଉପହାର କରବା ଦରକାର।

ମକର –ଧନୁ ରାଶି : ଗୁରୁଙ୍କୁ ପଞ୍ଚଧାତୁ ବା ପଞ୍ଚରତ୍ନର କୌଣସି ଉପହାର ଏହି ରାଶିର ବ୍ଯକ୍ତି ଦେବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.