Below header

ଚେଷ୍ଟା ପରେ ବି ଯଦି ବ୍ୟବସାୟରେ ହେଉନାହିଁ ଲାଭ, ତେବେ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ପ୍ରତ୍ୟେକ ମଣିଷ ଚାହାଁନ୍ତି ସେମାନେ ବ୍ୟବସାୟରେ ଉନ୍ନତି କରନ୍ତୁ ଏଥିପାଇଁ ଅନେକ ପ୍ରକାରର ଉପାୟକୁ ଆପଣେଇଥାନ୍ତି। ଏଥିପାଇଁ ଅନେକ ଲୋକ ବାସ୍ତୁ ଶାସ୍ତ୍ରର ଉପାୟକୁ ମଧ୍ୟ ଆପଣାଇଥାନ୍ତି। କିନ୍ତୁ ବାରମ୍ବାର ଚେଷ୍ଟା ପରେ ବି କ୍ଷତି ସହିବାକୁ ଯଦି ପଡୁଥାଏ, ତାହେଲେ ଆମେ ଆଜି ଆପଣଙ୍କ ପାଇଁ ଆଣିଛୁ ବଢ଼ିଆ ବାସ୍ତୁ ଟିପ୍ସ। ଆପଣଙ୍କୁ କେବଳ ମୁନାଫା ଦରକାର ତେବେ ଚାଇନୀଜ ବାସ୍ତୁ ଶାସ୍ତ୍ର ଫେଙ୍ଗଶୁଈ ଅନୁସାରେ ଘୋଡାର ଷ୍ଟାଚ୍ୟୁ ଅଫିସରେ ରଖିବା ଆବଶ୍ୟକ।

ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ :

-ଚାଇନୀଜ ବାସ୍ତୁଶାସ୍ତ୍ର ଅନୁସାରେ ବାରଟି ରାଶିରେ ଘୋଡାକୁ ସପ୍ତମ ସ୍ଥାନ ପ୍ରାପ୍ତ କରାଯାଇଛି। ଏହି କାରଣ ଯୋଗୁଁ ଏହାକୁ ବହୁତ ଗୁରୁତ୍ବ ବୋଲି ଧରାଯାଉଛି।

-ଅଫିସରେ ନିଜ ବେପାର ଅନୁଯାୟୀ ଏହାକୁ ସ୍ଥାନ ଦେବା ଆବଶ୍ୟକ । ଯଦି ଆପଣ ଏକା କାରବାର ସମ୍ଭାଳୁଛନ୍ତି ତେବେ ଗୋଟିଏ ଘୋଡା ଯଥେଷ୍ଟ କିନ୍ତୁ ଯଦି ଆପଣ ଗୋଷ୍ଠି ହିସାବରେ କାମ କରୁଛନ୍ତି ତେବେ ଘୋଡାର ସଂଖ୍ୟା ସେହି ହିସାବରେ ବଢ଼ାନ୍ତୁ।

-ସାତ,ନଅ କିମ୍ବା ୧୨ ଘୋଡଙ୍କ ସମୂହ ସ୍ଫୂର୍ତ୍ତି ଏବଂ ଦ୍ରୁତ୍ତ ବୋଲି ଅନୁଭବ କରାଯାଏ ଏବଂ ଏଥିରୁ ବେପାରରେ ଉନ୍ନତି ହୋଇଥାଏ।

-ଯଦି ଘୋଡା ମେଟାଲରେ ହୋଇଥାଏ ତେବେ ଏହାକୁ ଭଲ ବୋଲି ଧରାଯାଏ। ଏହାଛଡା କାଠିର ଘୋଡା ମଧ୍ୟ ଭଲ ପ୍ରଭାବ ପକାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.