Below header

ଜାଣନ୍ତୁ ଖାଦ୍ୟ ଖାଇବାର ତୁରନ୍ତ ପରେ କାହିଁକି ପିଇବା ଉଚିତ ନୁହେଁ ପାଣି

ଆପଣ ବହୁତ ମହିଳା ଏବଂ ପୁରୁଷଙ୍କୁ ଦେଖିଥିବେ ସେମାନେ ଖାଦ୍ୟ ଖାଇବା ସମୟରେ ଏବଂ ପରେ ତୁରନ୍ତ ପାଣି ପିଅନ୍ତି ନାହିଁ। କେବେ ଭାବିଛନ୍ତି କି ଏହି ଲୋକମାନେ ଏମିତି କାହିଁକି କରିଥାନ୍ତି। ଯଦି ଜାଣି ନାହାନ୍ତି , ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଲୋକମାନେ ଖାଦ୍ୟ ଖାଇବା ପରେ କାହିଁକି ତୁରନ୍ତ ପାଣି ପିଇଥାନ୍ତି। ଆୟୁର୍ବେଦ ଅନୁସାରେ , ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ବିଷ ସହିତ ସମାନ ହୋଇଥାଏ।

waterପାଣି ପିଇବା ଦ୍ବାରା ତାହାର ପ୍ରଭାବ ପାଚନ କ୍ରୀୟାରେ ପଡିଥାଏ। ଆମେ ଯେଉଁ ଖାଦ୍ୟ ଖାଉଛନ୍ତି ତାହା ନାଭିର ବାମ ପଟରେ ଥିବା ଜଠରାଗ୍ନିରେ ଖାଦ୍ୟ ହଜମ ହୋଇଥାଏ। ଯଦି ଆମେ ତୁରନ୍ତ ପାଣି ପିଇ ଦିଅନ୍ତି, ତେବେ ଖାଦ୍ୟ ହଜମ ହେବାରେ ବହୁତ ଅସୁବିଧା ହୋଇଥାଏ। ଏଥିପାଇଁ ଆୟୁର୍ବେଦ ଖାଦ୍ୟ ଖାଇବା ପରେ ପାଣି ପିଇବାର ଏହି ଅନ୍ତର ରଖିଥାଏ।

water1ପାଣି ପିଇବା ଦ୍ବାରା ଜଠରାଗ୍ନି ସମାପ୍ତ ହୋଇଯାଇଥାଏ। ଯାହା ଖାଦ୍ୟକୁ ହଜମ କରିବା ପରେ ମୁଖ୍ୟ ଉର୍ଜା ଏବଂ ପ୍ରାଣ ଦେଇଥାଏ। ଏଥିପାଇଁ ଖାଦ୍ୟ ହଜମ ହେବା ପରିବର୍ତ୍ତେ ରହିଯାଇଥାଏ। ଏମିତି ହେବା ଦ୍ବାରା ଅଧିକ ମାତ୍ରାରେ ଗ୍ୟାସ ଏବଂ ଏସିଡ ହୋଇଥାଏ । ମହର୍ଷି ବାଗଭଟ୍ଟ ୧୦୩ ରୋଗର ବ୍ୟକ୍ତ କରିଛନ୍ତି ଯାହା ଖାଦ୍ୟ ଖାଇବା ପରେ ପାଣି ପିଇବା କାରଣରୁ ହୋଇଥାଏ। ଖାଦ୍ୟ ଖାଇବାର ଅଧଘଣ୍ଟା ଏବଂ ଗୋଟେ ଘଣ୍ଟା ପରେ ପାଣି ପିଇବା ଉଚିତ। ଏହା ଦ୍ବାରା ଜଠରାଗ୍ନି ନିଜର କାମ କରିସାରିଥିବ। ଯଦି ଆମେ ଖାଦ୍ୟ ଖାଇବାରେ ତୁରନ୍ତ ପାଣି ପିଉଛନ୍ତି ତେବେ ଖାଦ୍ୟ ହଜମ ହୋଇନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.