ହିମାଚଳର ଏହି ଦୁର୍ଗମ ଗାଁରେ ମାତ୍ର ୧୫୯ ଭୋଟର, ହେଲିକପ୍ଟରରେ ପଠାଯିବ EVM
ଲୋକସଭା ନିର୍ବାଚନର ଚାରିଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଅବଶିଷ୍ଟ ଆଉ ତିନିଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି । ପ୍ରାର୍ଥୀଙ୍କଠାରୁ ଆରମ୍ଭ କରି ଷ୍ଟାର ପ୍ରଚାରକ ଏବଂ ରାଜନୈତିକ ନେତାମାନେ ଭୋଟ୍ ମାଗିବା ପାଇଁ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ କରୁଛନ୍ତି ।
ତେବେ ଏ ସବୁ ମଧ୍ୟରେ ହିମାଚଳ ପ୍ରଦେଶରେ ଏମିତି ଏକ ଗାଁ ଅଛି, ଯେଉଁଠି ଆଜି ପର୍ଯ୍ୟନ୍ତ କୌଣସି ନେତା କି ମନ୍ତ୍ରୀ ଭୋଟ୍ ମାଗିବା ପାଇଁ…
Read More...