Below header

ବାଲାଂଦେଶ ଫ୍ୟାନ୍‌ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ୧୦ ମୃତ

ବାଲାଂଦେଶ : ବାଲାଂଦେଶର ଢାକାରେ ଏକ ଇଲେକଟ୍ରିକ ଫ୍ୟାନ୍‌ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବା କାରଣରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି କାରଖାନା ଅବୈଧ ରୂପେ ଚାଲୁଥିଲା ବୋଲି ପୋଲିସ ସନ୍ଦେହ କରୁଛି।

fire

ଘଟଣାମୁତାବକ, ଢାକାର ଗାଜିପୁର ଅଞ୍ଚଳରେ ଥିବା ଏହି ଇଲେକଟ୍ରିକ ଫ୍ୟାନ୍‌ କାରଖାନାରେ ସନ୍ଧ୍ୟା ୫.୪୫ ମିନିଟ୍‌ରେ ନିଆଯାଇଯାଇଥିଲା। ଏହି କାରଖାନା ଥିବା ବିଲିଡିଂରୁ ବାହାରିବା ପାଇଁ ମାତ୍ର ଗୋଟେ ବାଟ ରହିଥିବା ବେଳେ ଏହା ପାଖରେ ଲାଇସେନ୍ସ ନଥିଲା। ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ପୋଲିସ ୧୦ଜଣଙ୍କ ଶବକୁ ଉଦ୍ଧାର କରିଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଏଠାରେ ଏକ କାରଖାନାରେ ନିଆଁ ଲାଗିବା ପରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.