Below header

ଗୋଟେ ଫ୍ଲୋରରେ ନଜର ଆସିଲେ ଫରାହ ଖାନ୍, ରାମ ଚରଣ ଏବଂ ସାନିଆ ମିର୍ଜା, ଦେଖନ୍ତୁ ‘ଘୁଙ୍ଘୁରୁ ଟୁଟ୍ ଗଏ’ ଗୀତର ଏହି ଡ୍ୟାନ୍ସ ଭିଡିଓକୁ

ବଳିଉଡ୍ ଷ୍ଟାର ହ୍ରିତ୍ବିକ୍ ରୋଶନ୍ ଏବଂ ଟାଇଗର୍ ସ୍ରଫ୍ ଙ୍କ ଗୀତ ‘ଘୁଙ୍ଘୁରୁ ଟୁଟ୍ ଗଏ’ ଗୀତ ପୁଣି ଚର୍ଚ୍ଚାକୁ ଆସିଛି । କଥାଟି ହେଉଛି କି, ନିକଟରେ ସାନିଆ ମିର୍ଜାଙ୍କ ଭଉଣୀ ଅମନ ମିର୍ଜାଙ୍କର ବିବାହ ଉତ୍ସବ ଅବସରରେ ବଲିଉଡ୍ ଏବଂ ସାଉଥର ବିଭିନ୍ନ ଷ୍ଟାର ପହଁଚିଥିଲେ । ଏହି ଅବସରରେ କୋରିୟଗ୍ରାଫର ଫରାହ ଖାନ୍, ସାଉଥ୍ ଷ୍ଟାର ରାମ ଚରଣଙ୍କୁ ଦେଖିବାକୁ ମିଳିଥିଲା । ଏହି ଅବସରରେ ଫରାହ ଖାନ୍, ରାମ ଚରଣ ଏବଂ ସାନିଆ ମିର୍ଜା ମିଶି ଏହି ଘୁଙ୍ଘୁରୁ ଗୀତରେ ଡ୍ୟାନ୍ସ କରିଥିଲେ ।

ramcharanଏହି ଗୀତରେ ତିନି ଜଣଙ୍କର ଡ୍ୟାନ୍ସ ଖୁବ୍ ଭଲ ଲାଗୁଥିଲା । ହାଇଦ୍ରାବାଦରେ ହେଉଥିବା ଅମନ ମିର୍ଜାଙ୍କର ବିବାହ ଉତ୍ସବରେ ଏହି ଡ୍ୟାନ୍ସର ଭିଡିଓକୁ ରାମ ଚରଣଙ୍କ ପତ୍ନୀ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି କି, ଅନ୍ ପପୁଲାର ଡିମାଣ୍ଡ । ଏହି ଭିଡିଓରେ ସାନିଆ ମଧ୍ୟ ରିଆକ୍ସନ୍ ଦେଇଛନ୍ତି ।

ଦେଖନ୍ତୁ ଭିଡିଓ:

 

View this post on Instagram

 

On popular demand !

A post shared by Upasana Kamineni Konidela (@upasanakaminenikonidela) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.