ଟ୍ରେନରେ ଯାତ୍ରା କରୁଥିବାବେଳେ ଏହି ୨୦ବର୍ଷୀୟା ମହିଳାଙ୍କର ହେଲା ପ୍ରସବ ଯନ୍ତ୍ରଣା, ଆଉ ତା ପରେ….

ଜଣେ ୨୦ବର୍ଷର ମହିଳା ରେଲୱେ ଷ୍ଟେସନରେ ଜନ୍ମ ଦେଲେ ଛୁଆ । କୋକଣ କନ୍ୟା ଏକ୍ସପ୍ରେସରେ ମୁମ୍ବାଇ ଯାଉଥିବା ଏହି ୨୦ବର୍ଷର ମହିଳା ଆଜି ସକାଳୁ ଥାଣେ ଷ୍ଟେସନରେ ଏକ ଛୁଆକୁ ଜନ୍ମ ଦେଇଛନ୍ତି । ଟ୍ରେନରେ ଚଢିବା ପରେ ମହିଳାର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ମହିଳାଙ୍କୁ ତୁରନ୍ତ ଥାଣେ ଷ୍ଟେସନର ୱାନ ରୁପି  କ୍ଳିନିକ୍ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ମା ଓ ଛୁଆ ଦୁହେଁ ଠିକ୍ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.