Browsing Tag

child birth

କୋମାରେ ଥାଇ ବି ପିଲା ଜନ୍ମ କଲେ ମହିଳା, କିନ୍ତୁ ଦେଖିପାରିଲେନି ପିଲାର ମୁହଁ

ଜଣେ ମାଆ ପାଇଁ ତା ପିଲା ହିଁ ସବୁ କିଛି । କିନ୍ତୁ କିଛି ମହିଳାଙ୍କ ଭାଗ୍ୟ ଏତେ ଖରାପ ଥାଏ ଯେ ସେ ନିଜ ପିଲାର ମୁହଁ ଦେଖିବା ର୍ପୂବରୁ ହିଁ ଦୁନିଆରୁ ବିଦାୟ ନେଇ ଯାଆନ୍ତି । କିଛି ମହିଳା ଅତି ସଙ୍କଟାପନ୍ନ ସ୍ଥିତିରେ ପିଲା ଜନ୍ମ କରୁଥିବା କଥା ଆପଣମାନେ ନିଶ୍ଚିତ ଶୁଣିଥିବେ । କିନ୍ତୁ…

ଚଳନ୍ତା ବସ୍‌ରେ ଜନ୍ମ ହେଲା ଶିଶୁ, ପ୍ରସବ ପରେ ମା’ ଏବଂ ଛୁଆ ସୁରକ୍ଷିତ

କେରଳର ତ୍ରୀସୁରରୁ କୋଝିକୋଡ ଯାଉଥିବା ଚଳନ୍ତା ବସ୍‌ରେ ଜଣେ ମହିଳା ଏକ ସନ୍ତାନ ଜନ୍ମ ଦେଇଛନ୍ତି । ପ୍ରସବ ପରେ ଉଭୟ ମା ଏବଂ ଶିଶୁ ସୁରକ୍ଷିତ ଅଛନ୍ତି । ସୂଚନା ଅନୁସାରେ କୁହାଯାଉଛି ଯେ ମହିଳା ଏବଂ ତାଙ୍କ ସ୍ୱାମୀ ତ୍ରୀସୁରରୁ ଥୋଟ୍ଟିଲପଲମକୁ ଯାଉଥିବା ସମୟରେ ଏପରି ହୋଇଛି । ଏହି ସମୟରେ…

ଭୂମିକମ୍ପ ଝଟକା ମଧ୍ୟରେ ଅପରେସନ କରି ଶିଶୁକୁ ଜନ୍ମ କରାଇଲେ ଡାକ୍ତର, ଦେଖନ୍ତୁ ଭିଡିଓ

ଭୂମିକମ୍ପ ଝଟକାରେ ଶିଶୁର ଜନ୍ମ କରାଇଛନ୍ତି ଡାକ୍ତର । ମଙ୍ଗଳବାର ଦିନ ସମଗ୍ର ଉତ୍ତର ଭାରତରେ ତୀବ୍ର ଭୂକମ୍ପ ଅନୁଭୂତ ହେଉଥିବା ବେଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାସ୍ଥିତ ଏକ ଡାକ୍ତରଖାନାରେ ଡାକ୍ତରମାନେ ଶିଶୁ ପ୍ରସବ କରାଇଛନ୍ତି। ପିଲାର ଜନ୍ମ ସିଜେରିଆନ ଅପରେସନ ମାଧ୍ୟମରେ…

ଭଗବାନଙ୍କ ଆଶୀର୍ବାଦ ନୁହେଁ ତ ଆଉ କଣ ? ଶିଶୁ କନ୍ୟାକୁ ଜନ୍ମ ଦେଲେ ୭ ମାସ ଧରି କୋମାରେ ଥିବା ମହିଳା

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ବିରଳ ଡେଲିଭରି। ୭ ମାସ ଧରି କୋମାରେ ଥିବା ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଶିଶୁ କନ୍ୟାଟି ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।ଏହା ଚିକିତ୍ସା କ୍ଷେତ୍ରରେ ଏକ ଚମତ୍କାର ବୋଲି କୁହାଯାଉଛି । ଏକ ଦୁର୍ଘଟଣାରେ ମହିଳାଙ୍କ ମୁଣ୍ଡରେ ଗଭୀର…

ମା’-ବାପା ହେବାର ନାହିଁ କୌଣସି ବୟସ! ୭୫ ବର୍ଷର ସ୍ୱାମୀ ଓ ୭୦ ବର୍ଷର ସ୍ତ୍ରୀ ଜନ୍ମ ଦେଲେ ପୁତ୍ର ସନ୍ତାନ

ରାଜସ୍ଥାନ: ବିବାହର ୫୬ ବର୍ଷ ପରେ ବାପା-ମା’ ହେବାର ସୁଖ ପାଇଲେ ଦମ୍ପତି। ରାଜସ୍ଥାନର ଅଲବର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ନିଆରା ମାମଲା, ଯାହା ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛି। ସବୁଠୁ ବଡ଼ କଥା ହେଉଛି, ଯେଉଁ ଦମ୍ପତିଙ୍କ ଘରେ ପିଲା ଜନ୍ମ ନେଇଛି ତାଙ୍କ ବାପାଙ୍କ ବୟସ ୭୫ ବର୍ଷ…

ଦୁଇଟି ମୁଣ୍ଡ ଥିବା ଅଦ୍ଭୁତ ଶିଶୁ ପୁତ୍ର ଜନ୍ମ, ଦେଖିବା ପାଇଁ ଲୋକଙ୍କ ଭିଡ଼

ଘଟଗାଁ(କେନ୍ଯୁଜ୍): ଦୁଇଟି ମସ୍ତକ ଥିବା ଅଦ୍ଭୁତ ପୁତ୍ର ସନ୍ତାନ ଜନ୍ମ, ଦେଖିବା ପାଇଁ ଲୋକଙ୍କ ଭିଡ଼ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ସକାଳ ସମୟରେ ଏହି ଅଦ୍ଭୁତ ପୁତ୍ର ସନ୍ତାନ ଜନ୍ମ ନେଇଥିବା ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁଯାୟୀ…

କଟକ ଏସସିବିରେ ଏକାସାଙ୍ଗେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ

କଟକ (କେନ୍ଯୁଜ୍): କଟକ ଏସସିବିରେ ଏକାସାଙ୍ଗେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ । ଅନ୍ୟ ଦୁଇଜଣ ଏବେ ମେଡିକାଲରେ ଭର୍ତ୍ତି ଅଛନ୍ତି । କଟକ ଶିଶୁ ଭବନ ଏସଏନସିୟୁରେ ୪ଜଣ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଜଣଙ୍କର ମୃତ୍ୟୁ ହୋଇଥିବା…

କଣ ଆପଣ ଜାଣିଛନ୍ତି କି ଭବିଷ୍ୟତରେ ଦୁଇଜଣ ପୁରୁଷ ମିଶି ମଧ୍ୟ ପିଲାଜନ୍ମ କରିପାରିବେ, ପ୍ରମାଣ କଲେ ବୈଜ୍ଞାନିକ

ନେଚର କମ୍ୟୁନିକେସନ ଜର୍ଣ୍ଣାଲରେ ଛପାଯାଇଥିବା ଏକ ଗବେଷଣାର ରିପୋର୍ଟରୁ ଜଣାପଡିଛି ଯେ ଭବିଷ୍ୟତରେ ପିଲା ଜନ୍ମ କରିବା ପ୍ରକ୍ରିୟାରୁ ମହିଳାମାନଙ୍କୁ ଦୁରେଇ ରଖାଯାଇପାରେ। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ପ୍ରଥମ ପ୍ରୟୋଗରୁ ଜଣାପଡିଛି ଯେ ଗୋଟେ ଦିନ ଅଣ୍ଡାଣୁ ମାନଙ୍କ ସାହାଯ୍ୟ ବିନା ମଧ୍ୟ…

ଟ୍ରେନରେ ଯାତ୍ରା କରୁଥିବାବେଳେ ଏହି ୨୦ବର୍ଷୀୟା ମହିଳାଙ୍କର ହେଲା ପ୍ରସବ ଯନ୍ତ୍ରଣା, ଆଉ ତା ପରେ….

ଜଣେ ୨୦ବର୍ଷର ମହିଳା ରେଲୱେ ଷ୍ଟେସନରେ ଜନ୍ମ ଦେଲେ ଛୁଆ । କୋକଣ କନ୍ୟା ଏକ୍ସପ୍ରେସରେ ମୁମ୍ବାଇ ଯାଉଥିବା ଏହି ୨୦ବର୍ଷର ମହିଳା ଆଜି ସକାଳୁ ଥାଣେ ଷ୍ଟେସନରେ ଏକ ଛୁଆକୁ ଜନ୍ମ ଦେଇଛନ୍ତି । ଟ୍ରେନରେ ଚଢିବା ପରେ ମହିଳାର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ମହିଳାଙ୍କୁ ତୁରନ୍ତ ଥାଣେ…