Below header

ଜମ୍ମୁ-କାଶ୍ମୀର ସୋପିୟାନ୍ କେଲ୍ଲୋର ଅଞ୍ଚଳରେ ଏନକାଉଣ୍ଟର, ତିନି ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ସୋପିୟାନ୍ କେଲ୍ଲୋର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ସଫା। ଆଉ ୪ରୁ ୬ଜଣ ଲୁଚି ରହିଥିବା ଆଶଙ୍କା ରହିଛି। ଏହି ଅଞ୍ଚଳରେ ଆତଙ୍କବାଦୀ ଥିବା ଖବର ପାଇ ସେନା, ପୋଲିସ ଓ ସିଆରପିଏଫ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି। ମାର୍ଚ୍ଚ ୨୩ରେ ବାନ୍ଦିପୋରା ଓ ସୋପିଆ ଜିଲ୍ଲାରେ ଏନକାଉଣ୍ଟରରେ ୬ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.