Below header

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ଚଣ୍ଡିଗଡ଼ର ୟଶ୍‌, ଆସନ୍ତୁ ଶୁଣିବା ତାଙ୍କରି ମୁହଁରୁ ତାଙ୍କରି କଥା

ଚଣ୍ଡିଗଡ଼ : କରୋନାକୁ ଭୟ କର ନାହିଁ । ଏହି ଭାଇରସ୍‌କୁ କେବଳ ସାମାଜିକ ଦୂରତା ଦ୍ୱାରା ଦୂର କରି ହେବ । ଏକଥା ଗତ କିଛି ମାସ ହେଲା ଆମେ ଶୁଣି ଆସୁଛନ୍ତି । ତେଣୁ କରୋନା ଠାରୁ ଦୂରେଇ ରହିବା ଲାଗି ଚେଷ୍ଟା ବି କରୁଛୁ । ତଥାପି ମନରେ ସନ୍ଦେହ ରହୁଛି ଯେ ଏତେ ଭୟାନକ ଭାଇରସ୍‌ କିନ୍ତୁ ଔଷଧ କି ଭ୍ୟାକସିନ୍‌ ନୁହେଁ ସାମାଜିକ ଦୂରତାରେ କେମିତି କମୁଛି । ଆମ ମନରେ ଏ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ଆସନ୍ତୁ ଜାଣିବା ଜଣେ ଯୁବକଙ୍କ ଠାରୁ କରୋନାରୁ ସୁସ୍ଥତାର ଗହନ କଥା । ତାଙ୍କ ନାଁ ୟଶ୍‌ । ସେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହେବା ପରେ ହସପିଟାଲରେ ଚିକିତ୍ସାଧୀନ ଥିଲେ । ଏବେ ଭଲ ହୋଇ ଡିସଚାର୍ଜ ହୋଇଛନ୍ତି । ଆଉ ୟଶ୍‌ ନିଜେ କହିଛନ୍ତି କିଭଳି ଭାବେ କରୋନାରୁ ସୁସ୍ଥ ହେଲେ ।

ଆସନ୍ତୁ ଶୁଣିବା ତାଙ୍କରି ମୁହଁରୁ ।…

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.