Below header

ଜୁଲାଇ ୧ରୁ ଖୋଲିବ ଦେଶର ସବୁ ଇଞ୍ଜିନିୟରିଂ କଲେଜ, ଗାଇଡଲାଇନ୍‌ ଜାରି କଲା AICTE

ନୂଆଦିଲ୍ଲୀ: ଜୁଲାଇ ୧ରୁ ଖୋଲିବ ଦେଶର ସବୁ ଇଞ୍ଜିନିୟରିଂ କଲେଜ। ଖୋଲିବ ପ୍ରଫେସନାଲ ଏଜୁକେସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସହ ଇଞ୍ଜିନିୟରିଂ କଲେଜ । ଏନେଇ ଗାଇଡଲାଇନ୍‌ ଜାରି କରିଛି AICTE । ଏବର୍ଷ ବାକି ଥିବା ଶେଷ ବର୍ଷର ସେମିଷ୍ଟର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏବର୍ଷ ଆଡମିଶନ ନେବାକୁ ଥିବା ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା ଅଗଷ୍ଟ ୧ରୁ ଆରମ୍ଭ ହେବ । ଚଳିତ ବର୍ଷ ଇଞ୍ଜିନିୟରିଂ କଲେଜଗୁଡ଼ିକ ଫି ବୃଦ୍ଧି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.