Browsing Tag

engineering colleges

ଘରୋଇ ଇଞ୍ଜିନିୟରିଂ କଲେଜର ଛାତ ଉପରୁ ଡେଇଁ ପିଅନ ମୃତ, ପୋଲିସର ଛାନଭିନ ଜାରି

ଭୁବନେଶ୍ୱର (କେନ୍ୟୁଜ):ଭୁବନେଶ୍ୱର ଘରୋଇ ଇଞ୍ଜିନିୟରିଂ କଲେଜର ଛାତ ଉପରୁ ଡେଇଁ ପଡିଲେ କଲେଜ ପିଅନ। ବିଳମ୍ବିତ ରାତରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଚନ୍ଦକା ପୋଲିସର ଛାନଭିନ ଜାରି ରହିଛି । ମୃତକ ହେଲେ ଚିନ୍ମୟ ମହାନ୍ତି ଓରଫ ବଳିଆ । ଘର ଢ଼େଙ୍କାନାଳ ଗଁଦିଆ ଅଞ୍ଚଳରେ । ମୃତକଙ୍କ…

OUTRର ହେବ ନବକଳେବର, ମାଷ୍ଟର ପ୍ଲାନ୍‌କୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ: ୩ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ବୈଷୟିକ ଶିକ୍ଷା କ୍ଷେତ୍ରରେ ଆସିବ ରୂପାନ୍ତର । ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ଵବିଦ୍ୟାଳୟର-OUTR ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା CET ଭାବେ ପରିଚିତ ଥିଲା । ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର…

ଇଞ୍ଜିିନିୟରିଂ ଛାତ୍ର କଲେ କମାଲ, ତିଆରି କଲେ ସବୁଠୁ ଶସ୍ତା ଇଲେକଟ୍ରିକ କାର :ମଧ୍ୟପ୍ରଦେଶ

ବର୍ତ୍ତମାନ ସମୟରେ ତେଲ ଦର ବୃଦ୍ଧିକୁ ନେଇ ଇଲେକଟ୍ରିକ କାରକୁ ଭଲ ବିକଳ୍ପ ରୂପେ ମନାଯାଉଛି। ଏବେ ଆପଣ କେଉଁଠି ନା କେଉଁଠି ଇଲେକଟ୍ରିକ ବାହନକୁ ନେଇ ପ୍ରତିଦିନ ଖବର ଶୁଣୁଥିବେ। କିନ୍ତୁ ଏ ଖବର ଟିକେ ରହିଛି ଅଲଗା। ଏହି ଖବରରେ କୌଣସି କମ୍ପାନି ନୁହେଁ ବରଂ ଜଣେ ଛାତ୍ର ନିଜ ପାଇଁ ତିଆରି…

କଲେଜମାନଙ୍କର ନୂଆ ଫଣ୍ଡା: ଇଞ୍ଜିନିୟରିଂ କଲେଜ ପାଇଁ ଛାତ୍ରଛାତ୍ରୀ ଆଣ, ପ୍ରତି ବଦଳରେ ମୋଟା ଅଙ୍କର ଟଙ୍କା ନିଅ

ବର୍ତ୍ତମାନ କରୋନା ମହାମାରୀ ସମୟରେ ଲୋକମାନେ କାମ ଧନ୍ଦା ମିଳୁନଥିବାରୁ ରୋଜଗାର ଖୋଜୁଛନ୍ତି। ଏଭଳି ସ୍ଥିତିରେ କଲେଜକୁ ଛାତ୍ରଛାତ୍ରୀ ଯୋଗାଇଲେ ମୋଟା ଅଙ୍କର ଟଙ୍କା ମିଳିବା ଭଳି ଚାକିରି ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। କଲେଜକୁ ଯେତେ ଛାତ୍ର ଯୋଗାଇବେ ଆପଣଙ୍କ ପକେଟ୍‌ ସେତେ ଗରମ ହେବ। କୌଣସି…

ଜୁଲାଇ ୧ରୁ ଖୋଲିବ ଦେଶର ସବୁ ଇଞ୍ଜିନିୟରିଂ କଲେଜ, ଗାଇଡଲାଇନ୍‌ ଜାରି କଲା AICTE

ନୂଆଦିଲ୍ଲୀ: ଜୁଲାଇ ୧ରୁ ଖୋଲିବ ଦେଶର ସବୁ ଇଞ୍ଜିନିୟରିଂ କଲେଜ। ଖୋଲିବ ପ୍ରଫେସନାଲ ଏଜୁକେସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସହ ଇଞ୍ଜିନିୟରିଂ କଲେଜ । ଏନେଇ ଗାଇଡଲାଇନ୍‌ ଜାରି କରିଛି AICTE । ଏବର୍ଷ ବାକି ଥିବା ଶେଷ ବର୍ଷର ସେମିଷ୍ଟର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏବର୍ଷ ଆଡମିଶନ…