Below header

ମିଳିଲା ସାଇବେରିଆ ଆକାଶରୁ ଉଭାନ୍‌ ହୋଇଯାଇଥିବା ବିମାନର ପତ୍ତା, ସମସ୍ତ ୧୮ ଯାତ୍ରୀ ସୁରକ୍ଷିତ

ସାଇବେରିଆରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଋଷର ଏକ ବିମାନ ନିଖୋଜ ହୋଇଯାଇଥିବା ନେଇ ସୂଚନା ମିଳିଥିବା ବେଳେ ଏବେ ବିମାନର ପତ୍ତା ମିଳିଛି। ବିମାନରେ ଥିବା ପାଖାପାଖି ୧୮ ଜଣ ସୁରକ୍ଷିତ ଅଛନ୍ତି ।

ବିମାନ ନିଖୋଜ ହେବା ଖବର ଜଣାପଡ଼ିବା ପରେ ଅଫିସିଆଲି ଏହାକୁ ଖୋଜିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିମାନଟି ଲ୍ୟାଣ୍ଡିଙ୍ଗ ବେଳେ ସମସ୍ୟା ହୋଇଥିବା ନେଇ ବୈଷୟିକ ଟିମ୍‌ ତଦନ୍ତ କରି କହିଛନ୍ତି। ତେବେ ବିମାନଟି କ୍ଷତି ଗ୍ରସ୍ତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବିମାନ କମ୍ପାନୀ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.