Below header

ଦୁର୍ଘଟଣାଗ୍ରସ୍ତ ବାୟୁସେନା ବିମାନ AN-32ରେ ଥିବା ସମସ୍ତ ୧୩ ଯାତ୍ରୀ ମୃତ, ସ୍ପଷ୍ଟ କରିଛି ଭାରତୀୟ ବାୟୁସେନା

କେନ୍ୟୁଜ୍: ଦୁର୍ଘଟଣାଗ୍ରସ୍ତ ବାୟୁସେନା ବିମାନ AN-32ରେ ଥିବା ସମସ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ଏହା ସ୍ପଷ୍ଟ କରିଛି ଭାରତୀୟ ବାୟୁସେନା। ଏନେଇ ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ବାୟୁସେନାର ୬ ଜଣ ଅଧିକାରୀ ଓ ୭ ଜଣ ଏୟାରମ୍ୟାନ୍‌।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.