Below header

ଘରୋଇ ବିମାନରେ ଗୋଟିଏ ହ୍ୟାଣ୍ଡବ୍ୟାଗକୁ ଅନୁମତି, BCASର ସକ୍ୟୁଲର ଜାରି

ମୁମ୍ବାଇ: ଘରୋଇ ବିମାନରେ ଗୋଟିଏ ହ୍ୟାଣ୍ଡବ୍ୟାଗକୁ ଅନୁମତି । ଏଣିକି ଡୋମାଷ୍ଟିକ ଫ୍ଲାଇଟରେ ଗୋଟିଏରୁ ଅଧିକ ହ୍ୟାଣ୍ଡ ବ୍ୟାଗ ନେବାକୁ ଦିଆଯିବ ନାହିଁ । ଏ ନେଇ ବ୍ୟୁରୋ ଅଫ ସିିଭିଲ ଏଭିଏସନ ସେକ୍ୟୁରିଟି ବା BCAS ସକ୍ୟୁଲର ଜାରି କରିଛନ୍ତି ।

ବିମାନ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଭାରତ ଭିତରେ ବିମାନରେ ଭ୍ରମଣ କଲେ ଏଣିକି ସାଙ୍ଗରେ ଗୋଟିଏ ହ୍ୟାଣ୍ଡ ବ୍ୟାଗ ନେଇପାରିବେ । ଏ ନେଇ ଏୟାରପୋର୍ଟ ସିକ୍ୟୁରିଟି ପକ୍ଷରୁ ସମସ୍ତ ବିମାନ ବନ୍ଦରକୁ ଅବଗତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.