Below header

ଇଣ୍ଡୋନେସିଆର ବାନ୍ଦା ସାଗରରେ ଶକ୍ତିଶାଳୀ ଭୂକମ୍ପ

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ । ଇଣ୍ଡୋନେସିଆର ବାନ୍ଦା ସାଗରରେ ଶୁକ୍ରବାର ଦିନ ଏକ ଶକ୍ତିଶାଳୀ ଭୂକମ୍ପ ରେକର୍ଡ କରାଯାଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୯ ଥିଲା । ୟୁରୋପୀୟ ଭୂମଧ୍ୟସାଗରୀୟ ବିଜ୍ଞାନ କେନ୍ଦ୍ର ଋଗଝଉ ଏହି ସୂଚନା ଦେଇଛି । ଏଜେନ୍ସି ଅନୁଯାୟୀ ଏହି ଭୂକମ୍ପ ୬୪୦ କିଲୋମିଟର (୩୯୮ ମାଇଲ) ଗଭୀରରେ ଥିଲା, ଏହା ପୂର୍ବରୁ ୬.୬ ମ୍ୟାଗ୍ନିଚ୍ୟୁଡର ପୂର୍ବାନୁମାନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.