Below header

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ, ସୂର୍ଯ୍ୟଙ୍କ ଠାରେ ଦୃଶ୍ୟମାନ ହେଲା ବ୍ଲାକ୍‌ ସ୍ପଟ୍

କେନ୍ୟୁଜ୍: ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ। ସୂର୍ଯ୍ୟଙ୍କ ଠାରେ ଦୃଶ୍ୟମାନ ହେଲା ବ୍ଲାକ୍‌ ସ୍ପଟ। ପ୍ରତ୍ୟେକ ଶହେ ବର୍ଷ ମଧ୍ୟରେ ଏହ ୧୩ଥର ଦେଖାଯାଇଥାଏ। ସୌରମଣ୍ଡଳରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ବୁଧ ଗ୍ରହ ଅତିକ୍ରମ କରିବା ସମୟରେ ପୃଥିବୀ ସାମନାରେ ରହି ଏକ କଳା ଦେଖାଯାଇଥାଏ। ଫଳରେ ସୂର୍ଯ୍ୟଙ୍କ ଠାରେ ବ୍ଲାକସ୍ପଟ ଥିବା ଭଳି ପ୍ରତୀୟମାନ ହୋଇଥାଏ। ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଦେଖିବା ପାଇଁ ବିଶ୍ୱର ମହାକାଶବିଜ୍ଞାନୀ ମାନେ ଅପେକ୍ଷା କରିଥିଲେ। ପାଞ୍ଚ ଘଣ୍ଟା ପାଇଁ ଏହା ସଂଯୁକ୍ତ ଆମେରିକାର ପୂର୍ବତଟ, କେନ୍ଦ୍ର ଆମେରିକା ଓ ଦକ୍ଷିଣ ଆମେରିକାରେ ଦୃଶ୍ୟମାନ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.