୨୦୨୦ ମସିହାରେ ଓଡ଼ିଶାରେ ହୋଇପାରେ ବିଶ୍ୱ କୁସ୍ତି ପ୍ରତିଯୋଗିତା, କଟକ ଜବାହାରଲାଲ ନେହୁରୁ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କଲେ ଦୁଇ ଜଣିଆ ଟିମ୍

କଟକ(କେନ୍ୟୁଜ୍): ୨୦୨୦ ମସିହାରେ ଓଡ଼ିଶାରେ ହୋଇପାରେ ବିଶ୍ୱ କୁସ୍ତି ପ୍ରତିଯୋଗିତା । ଏ ନେଇ ବିଶ୍ୱ କୁସ୍ତି ଫେଡେରେସନର ଦୁଇ ଜଣିଆ ଟିମ୍ କଟକ ଜବାହାରଲାଲ ନେହୁରୁ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ବିଶ୍ୱ କୁସ୍ତି ଫେଡେରେସନ ସଦସ୍ୟ ରମିଲ ଆହମ ଡୋଭ ଓ ଇଣ୍ଡିଆ ଫେଡରେସନ କମରସିଆଲ ପାର୍ଟନର ସ୍ପୋର୍ଟିଂ ସୁଲ୍ୟୁସର ସଦସ୍ୟ ଆଶିଷ ଚଢା ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିବା ସହ ସ୍ଥିତି ପରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.