ଚୀନ୍‌କୁ ସାମରିକ ଶକ୍ତିରେ ଜବାବ ଦେଲା ଭାରତ, ଅରୁଣାଚଳରେ ସମରାଭ୍ୟାସ

ନୂଆଦିଲ୍ଲୀ : ସାମରିକ ଶକ୍ତି ପ୍ରଦର୍ଶନରେ ଚୀନ୍‌କୁ ଜବାବ ଦେଉଛି ଭାରତ । ଚୀନ୍‌ ତାର ୭୦ତମ ରାଷ୍ଟ୍ରୀୟ ଦିବସରେ ନିଜ ଦେଶରେ ସାମରିକ ଶକ୍ତି ପ୍ରଦର୍ଶନ କରିଛି । ଏପଟେ ଭାରତୀୟ ସେନା ଅରୁଣାଚଳ ପ୍ରଦେଶରେ ବ୍ୟାପକ ଭାବେ ଅଭ୍ୟାସ ଚଳାଇଛନ୍ତି । ଭାରତର ଇଣ୍ଟିଗ୍ରେଟେଡ୍‌ ଟେବୁଲ ଗ୍ରୁପ୍‌ (ଆଇବିଜି) ଏହି ସାମରିକ ଅଭ୍ୟାସ କରୁଛି । ଗତ ମଙ୍ଗଳବାର ଦିନ ଚୀନ୍‌ ତାର ରାଷ୍ଟ୍ରୀୟ ଦିବସ ପାଳନ ଅବସରରେ ପରେଡ୍‌ ପ୍ରଦର୍ଶନ କରିବା ସହ ବୋମା ବର୍ଷଣ, ଫାଇଟର୍‌ ପ୍ଲେନ୍‌, ସୁପରସୋନିକ ଡ୍ରୋନ୍‌, ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ୍‌ ମିସାଇଲ୍‌ ଆଦିର ପରୀକ୍ଷଣ ଓ ପ୍ରଦର୍ଶନ କରିଥିଲା । ଏହାକୁ ତଳ ଦେଇଛନ୍ତି ଭାରତୀୟ ସେନା ।

CHINA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.