Below header

CTET 2019 : ପରୀକ୍ଷାର ତାରିଖ ହେଲା ଘୋଷଣା, ଅଧିକ ବିବରଣୀ ଜାଣନ୍ତୁ…

CTET 2019 : ପରୀକ୍ଷାର ତାରିଖ ହେଲା ଘୋଷଣା, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା କେନ୍ଦ୍ରୀୟ ଶିକ୍ଷକ ପାତ୍ରତା ପରୀକ୍ଷା CTET ୨୦୧୯ ପାଇଁ ପରୀକ୍ଷାର ତାରିଖ ଘୋଷଣା କରିଦିଆଯାଇଛି। ସିଟିଇଟି ପାଇଁ ପରବର୍ତ୍ତୀ ପରୀକ୍ଷା ସିବିଏସଇ ସିଟିଇଟିର ଅଫିସିଆଲ ୱେବସାଇଟରେ ଉପଲବ୍ଧ ଥିବା ଅଧିସୂଚନା ଅନୁସାରେ ୭ ଜୁଲ୍ଲାଇ, ୨୦୧୯ରେ ଆୟୋଜନ କରାଯିବ।

ଅଧିକ ସୂଚନା ଅଫିସିଆଲ ୱେସାଇଟରେ CTET ୨୦୧୯ ପରୀକ୍ଷା ସମ୍ପର୍କରେ ଶୀଘ୍ର ଜାରୀ କରାଯିବ। ବର୍ତ୍ତମାନ ଅଫିସିଆଲ ୱେବସାଇଟରେ କେବଳ ପରୀକ୍ଷା ତାରିଖର ସୂଚନା ଦିଆଯାଇଛି। ସିଟିଇଟି ପରୀକ୍ଷା ସିବିଏସଇ ଦ୍ବାରା ବର୍ଷରେ ଦୁଇ ଥର ଆୟୋଜିତ କରାଯାଇଥାଏ। ଡିସେମ୍ବର ୨୦୧୯ର ହେବାକୁ ଥିବା ପରୀକ୍ଷାର ତାରିଖ ଏବେ ଘୋଷଣା କରାଯାଇନାହିଁ।

exam୨୦୧୮ ପରୀକ୍ଷାର ବିବରଣୀ

ପଞ୍ଜୀକ୍ରୁତ ଆଶାୟୀ ପ୍ରାର୍ଥୀ :

ପେପର-୧ : ୧,୨୫୬,୦୯୮ ପାଇଁ ପଞ୍ଜୀକ୍ରୁତ ଆଶାୟୀ ପ୍ରାର୍ଥୀ

ପେପର-୨ : ୧,୦୬୬,୭୨୮ ପଞ୍ଜୀକ୍ରୁତ ଆଶାୟୀ ପ୍ରାର୍ଥୀ

ପୁରୁଷ ପାର୍ଥୀ : ୭,୧୨,୦୭୧

ମହିଳା ପ୍ରାର୍ଥୀ : ୯,୭୮,୮୧୮

ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ : ୯,୭୮,୮୧୮

ଅନ୍ୟାନ୍ୟ ପ୍ରାର୍ଥୀ : ୩୩,୧୦୭

୯ ଡିସେମ୍ବରରେ CTET ୨୦୧୮ ପରୀକ୍ଷା ଆୟୋଜନ କରାଯାଇଥିଲା।

ବୋର୍ଡ ଏହି ପରୀକ୍ଷାକୁ ଦୁଇଟି ପର୍ଯ୍ୟାୟରେ ଆୟୋଜିତ କରାଯାଇଥିଲା।

ପ୍ରଥମ ପର୍ଯ୍ୟୟ

ପେପର ୨ ସକାଳ ୯.୩୦ ମିନିଟରୁ ଦ୍ବିପ୍ରହର ୧୨ ପର୍ଯ୍ୟନ୍ତ ।

ଦ୍ବିତୀୟ ପର୍ଯ୍ୟାୟ

ପେପର ୧ ଦ୍ବିପ୍ରହର ୨ ଘଟିକାରୁ ସନ୍ଧ୍ୟା ୪.୩୦ ମିନିଟ ପର୍ଯ୍ୟନ୍ତ ।

ପରୀକ୍ଷା ତାରିଖ : ୯ ଡିସେମ୍ବର, ୨୦୧୮

ପରୀକ୍ଷା ସମୟ

ପେପର ୨ –ସକାଳ ୯.୩୦ ମିନିଟରୁ ୧୨ ପର୍ଯ୍ୟନ୍ତ (ପରୀକ୍ଷା ଅବଦ୍ଧି -୨.୩୦ ଘଣ୍ଟା)

ପେପର ୧ – ଅପରାହ୍ଣ ୨ ରୁ ୪.୩୦ ପର୍ଯ୍ୟନ୍ତ ( ପରୀକ୍ଷା ଅବଦ୍ଧି-୨.୩୦ ଘଣ୍ଟା)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.