Below header

ଚାଷୀଙ୍କ ସଂସଦ ଦିଲ୍ଲୀ ଚଲୋ ଡାକରା, ରାମଲୀଳା ମୈଦାନରେ ହେବେ ଏକାଠି

ଭୁବନେଶ୍ବର (କେନ୍ଯୁଜ୍) :ଦିଲ୍ଲୀ ରାମଲୀଳା ମୈଦାନରେ ଏକାଠି ହେଲେ ହଜାର ହଜାର ଚାଷୀ । ପାଖାପାଖି ୨ ଶହ ସଂଗଠନର ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ୨୫ କିଲୋମିଟର ପଦଯାତ୍ରା କରି ଏମାନେ ରାମଲୀଳା ମୈଦାନରେ ପହଞ୍ଚିଛନ୍ତି । ଆଜି ଏମାନେ ସଂସଦ ପର୍ଯ୍ୟନ୍ତ ପହଞ୍ଚିବା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏମାନେ ଯେ କୌଣସି ପ୍ରକାରେ ସଂସଦ ପହଞ୍ଚିବେ ବୋଲି କହିଛନ୍ତି ।

Dilli-Chalo

ଅନ୍ୟପଟେ ଦିଲ୍ଲୀ ପୋଲିସ କୌଣସି ମତେ, ରାମଲୀଳା ମୈଦାନରେ ଚାଷୀଙ୍କୁ ଅଟକାଇବାକୁ ଉଦ୍ୟମ କରିବ । ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି ଫସଲର ଉଚିତ୍‌ ମୂଲ୍ୟର ଗ୍ୟାରେଣ୍ଟି ଦେବା ନେଇ ଆଇନ ପ୍ରସ୍ତୁତ । ଦେଶବ୍ୟାପୀ ଚାଷୀଙ୍କୁ ଋଣମୁକ୍ତ କରିବା ପାଇଁ ସଂସଦରେ ଆଇନ ଆଣିବା ପାଇଁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.