ସୁଗମ ଯାତ୍ରା: ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନି, ଆଜିଠୁ ଦିଲ୍ଲୀରେ ଗୁଗଲ ମ୍ଯାପରେ ଦେଖିବାକୁ ମିଳିବ ବସ୍‌ର ଲାଇଭ ଲୋକେସନ

ଦିଲ୍ଲୀରେ ଆଜିଠାରୁ ଯାତ୍ରୀମାନେ ନିଜ ବସ୍ ଗୁଗଲରେ ଲାଇଭ ଲୋକେସନ ଦେଖିପାରିବେ। ଦିଲ୍ଲୀ ସରକାର ଯାତ୍ରୀଙ୍କୁ ବସ୍ ସମୟରେ ରିଅଲ ଟାଇମ ବିଷୟରେ ସୂଚନା ଦେବା ପାଇଁ ଏବଂ ଦିଲ୍ଲୀରେ ସାର୍ବଜନିକ ପରିବହନ ଲୋକଙ୍କ ପାଇଁ ଅଧିକ ଅନୁକୂଳ ବନାଇବା ପାଇଁ ଗୁଗଲ ସହିତ ହାତ ମିଶାଇଛି।

ଦିଲ୍ଲୀ ପରିବାହନ ମନ୍ତ୍ରୀ କୈଳାଶ ଗେହଲତ କହିଛନ୍ତି, ଗୁଗଲ ମ୍ଯାପ ସହିତ ବୁଝାମଣା କରିବା କରିଛି। ଯାହା ସାର୍ବଜନିକ ପରିବହନ ବିଷୟରେ ନିର୍ବାଧ, ବାସ୍ତବିକ ସମୟର ବିବରଣୀ ପ୍ରଦାନ କରିବ।

ଥରେ ପରିଯୋଜନା ଆରମ୍ଭ ହେବା ପରେ, ଦିଲ୍ଲୀରେ ବସ ବିଷୟରେ ଯାତ୍ରୀଙ୍କୁ ସୂଚନା ମିଳିବ। ଯାତ୍ରୀଙ୍କୁ ସମସ୍ତ ମାର୍ଗ, ବସ୍ ଷ୍ଟପ, ସମସ୍ତ ବସର ଆଗମନ ଏବଂ ପ୍ରସ୍ଥାନ ସମୟର ବିବରଣୀ ମିଳିବ। ଏହାଛଡା ସେମାନଙ୍କୁ ବସ୍ ନମ୍ବର ବିଷୟରେ ସୂଚନା ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.