ଭୂକମ୍ପ ଝଟକାରେ ଥରିଲା ପାପୁଆ ନ୍ୟୁ ଗିନି: ରିକ୍ଟର ସ୍କେଲରେ ତିବ୍ରତା ୭.୭, ବଡ଼ ଧ୍ୱଂସ ହେବାର ଆଶଙ୍କା !

ନୂଆଦିଲ୍ଲୀ : ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ ଦ୍ବୀପପୁଞ୍ଜର ପଶ୍ଚିମ ପାପୁଆ ନ୍ୟୁ ଗିନି । ଆଜି (ରବିବାର )ସକାଳେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିଚ୍ଟର ସ୍କେଲରେ ଏହାର ତିବ୍ରତା ୭.୭ ଆକଳନ ହୋଇଛି। କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଏନେଇ ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସୂତ୍ର ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଲୋକମାନେ ଘରୁ ବାହାରକୁ ଆସିଥିଲେ ଏବଂ ବିଶୃଙ୍ଖଳା ପରି ପରିସ୍ଥିତି ଉପୁଜିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.