ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ : ୭.୫ ରିକ୍ଟର ସ୍କେଲର ଝଟକା

ଜାକର୍ତ୍ତା : ପୂର୍ବ ଇଣ୍ଡୋନେସିଆରେ ରବିବାର ଦିନ ପାପୁଅ ଅଞ୍ଚଳରେ ଅନୁଭୂତ ହୋଇଛି ୬.୧ ମାଗିନିଷ୍ଟୁର ଭୂମିକମ୍ପ। ଆମେରିକା ସର୍ଭେରୁ ଜଣାପଡ଼ିଛି, ଭୂମିକମ୍ପଟି ୧୫୮ କିଲୋମିଟର ପର‌୍ୟ୍ୟନ୍ତ ବ୍ୟାପିଥିବା ବେଳେ ଏହାର ଗଭୀରତା ରହିଥିଲା ୬୧ କିଲୋମିଟର। ତେବେ ଏଥିରେ କାହାର କ୍ଷତି ହୋଇନଥିବା ବେଳେ କିଏ ମଧ୍ୟ ଆହତ ହୋଇନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.