Below header

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଅଜଣା କଲ୍‌, ଉଦ୍ଧବ ଠାକରେଙ୍କୁ ଜୀବନରୁ ମାରିଦେବାକୁ ଧମକ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧମ ଠାକରେଙ୍କୁ ମିଳିଲା ଜୀବନରୁ ମାରିଦେବାକୁ ଧମକ। ଦାଉଦ ପକ୍ଷରୁ ଏହି ଧମକ ଆସିବା ପରେ ତାଙ୍କ ବାସଭବନ ମାତୋଶ୍ରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ପୋଲିସ ଜଣାଇଛି ଯେ ତାଙ୍କୁ ତାଙ୍କ ଲ୍ୟାଣ୍ଡଲାଇନ ଫୋନକୁ ଦୁଇଟି କଲ୍‌ ଆସିଥିଲା।

Uddhavଫୋନରେ ଥିବା କଲର କହୁଥିଲା ସେ ଦାଉଦ ପକ୍ଷରୁ କଲ୍‌ କରିଛି ଏବଂ ସେ ସିଏମ ଉଦ୍ଧବଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି। କୁହାଯାଉଛି ଯେ ଉଦ୍ଧବ ଠାକରେଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଛି। ମୁମ୍ବାଇ ପୋଲିସ କହିବାନୁଯାୟୀ ସେ ଏହି କଲକୁ ଷ୍ଟ୍ରେସ କରିବା ପାଇଁ ଚେଷ୍ଟରା କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.