Browsing Tag

uddhav thackeray

‘ପୁଣିଥରେ ଘଟିପାରେ ଗୋଧ୍ରା ଭଳି କାଣ୍ଡ’, ଅଯୋଧ୍ୟା ରାମ ମନ୍ଦିର ଉଦ୍‌ଘାଟନକୁ ନେଇ ବିବାଦୀୟ ବୟାନ ଦେଲେ ଉଦ୍ଧବ…

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପୁଣିଥରେ ଗୋଧ୍ରା ଭଳି କାଣ୍ଡ ଘଟିପାରେ। ଠାକରେ ଦାବି କରିଛନ୍ତି, ରାମ ମନ୍ଦିରର ଉଦ୍‌ଘାଟନୀ ସମାରୋହ ପାଇଁ ସାରା ଦେଶରୁ ବହୁ ସଂଖ୍ୟାରେ ଲୋକେ ଉତ୍ତର ପ୍ରଦେଶର…

‘ଉଦ୍ଧବଙ୍କ ଫାର୍ମ ହାଉସ୍‌ରେ ଟଙ୍କାର ଗୋଦାମ, ଲୁଚାଇ ରଖାଯାଇଛି ୨୦୦୦ ଟଙ୍କିଆ ବଣ୍ଡଲ୍‌’, ଅଭିଯୋଗ ପରେ ହଇଚଇ

ଭାରତୀୟ ଜନତା ପାର୍ଟି ବିଧାୟକ ନିତେଶ ରାଣେ ଶିବସେନାର ସୁପ୍ରିମୋ ଉଦ୍ଧବ ଠାକରେଙ୍କ ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଉଦ୍ଧବ ଠାକରେଙ୍କ କର୍ଜତ ଫାର୍ମ ହାଉସରେ ଅଣ୍ଡରଗ୍ରାଉଣ୍ଡରେ ଟଙ୍କାର ଗୋଦାମ ରହିଛି, ଯାହାର ତଦନ୍ତ ହେବା ଦରକାର। ବାସ୍ତବରେ, ଭାରତୀୟ ରିଜର୍ଭ ବ୍ୟାଙ୍କ…

ଦଳୀୟ ଚିହ୍ନ ଉପରେ ରୋକ୍‌ ଲଗାଇବା ପରେ ନିର୍ବାଚନ କମିଶନଙ୍କୁ ନୂଆ ନାଁ ପ୍ରସ୍ତାବ ଦେଲେ ଉଦ୍ଧବ ଠାକରେ

ଶିବସେନାର ନାଁ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ବିବାଦ। ଏହା ଭିତରେ ବଡ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେବା ପରେ ଏହି ଚିହ୍ନକୁ କୌଣସି ଗୋଷ୍ଠୀ ବ୍ୟବହାର କରିପାରିବେ ନାହିଁ ବୋଲି…

ଶିବସେନାକୁ ପୁଣି ଲାଗିବ ବଡ ଝଟକା, ବିଧାୟକଙ୍କ ପରେ ଏବେ ସାଂସଦ କରିପାରନ୍ତି ବିଦ୍ରୋହ

ମହାରାଷ୍ଟ୍ର ରାଜନୀତିରେ ଚାଲିଛି ମହାସଂକଟ। ଯାହାର ପରିଣିତି ସ୍ୱରୂପ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏକନାଥ ସିନ୍ଦେ। ସେପଟେ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଶିବସେନା ପାର୍ଟି ଏବେ ଟଳମଳ ସ୍ଥିତିରେ। ଏହା ପରେ ମଧ୍ୟ ପାର୍ଟିକୁ ଏକ ବଡ ଝଟକା ଲାଗିପାରେ ବୋଲି ଚର୍ଚ୍ଚା ହେଉଛି । ବିଜେପିର ଜଣେ…

ମହାରାଷ୍ଟ୍ର ରାଜନୀତି ନେଲା ଭିନ୍ନ ମୋଡ଼, ଉଦ୍ଧବଙ୍କୁ ମିଳିଲାନି ସୁପ୍ରିମ କୋର୍ଟଙ୍କ ସମର୍ଥନ

ନୂଆଦିଲ୍ଲୀ/ମୁମ୍ବାଇ : ଆସନ୍ତାକାଲି ହେବ ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ଠାକରେ ସରକାରଙ୍କର ହେବ ଫ୍ଲୋର ଟେଷ୍ଟ । ଦିନ ୧୧ଟାରୁ ଏହା ଆରମ୍ଭ ହେବାର ଥିଲା । ଆଜି ସୁପ୍ରିମ କୋର୍ଟ ଏ ନେଇ ରାତି ୯ଟାରେ ରାୟ ଦେଇଥିଲେ । ଫ୍ଲୋର ଟେଷ୍ଟ ଘୁଞ୍ଚାଇବାକୁ ଶିବସେନା ତରଫରୁ ସୁପ୍ରିମ କୋର୍ଟରେ ଆବେଦନ…

ମହାରାଷ୍ଟ୍ର ରାଜନୀତିରେ ମହାମୋଡ଼: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ !

ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜନୀତିରେ ମହାମୋଡ଼ । ବିଧାନସଭାରେ ଶକ୍ତି ପରୀକ୍ଷା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟ କ୍ୟାବିନେଟରେ ଅଧ୍ୟକ୍ଷତା କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବୈଠକ ସାରି ଭାବବିହ୍ଵଳ ହୋଇଛନ୍ତି ଉଦ୍ଧବ। ସମସ୍ତଙ୍କୁ ଧନ୍ୟବାଦ…

ମହାରାଷ୍ଟ୍ର ରାଜ୍ୟପାଳଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ସଂକ୍ରମିତ

ମହାରାଷ୍ଟ୍ର ରାଜନୈତିକ ମହାସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ସଂକ୍ରମିତ ହୋଇଛନ୍ତି। ଏହାସହିତ ଉଦ୍ଧବ ଠାକରେ ଖବୁଶୀଘ୍ର ଇସ୍ତଫା ଦେଇପାରନ୍ତି ବୋଲି ଖବର ମଧ୍ୟ ସାମ୍ନାକୁ ଆସୁଛି। ଏହି ସୂଚନା କଂଗ୍ରେସ ନେତା କମଲନାଥ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ମହାରାଷ୍ଟ୍ର…

ମହାରାଷ୍ଟ୍ରରେ ଜୁନ୍‌ ୧୫ ଯାଏ ବଢିଲା ଲକଡାଉନ୍‌ , ଶିଶୁଙ୍କ ସ୍ୱତନ୍ତ୍ର ଯତ୍ନ ନେବାକୁ ଉଦ୍ଧବ ଠାକରେଙ୍କ ପରାମର୍ଶ

ମହାରାଷ୍ଟ୍ର: ତୃତୀୟ ୱେଭ୍‌ ସଂକ୍ରମଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ମହାରାଷ୍ଟ୍ର ସରକାର। ମେ ମାସରେ ଅହମେଦନଗର ଜିଲ୍ଲାରେ ୮ ହଜାର ଶିଶୁ କରୋନା ସଂକ୍ରମିତ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ତୃତୀୟ ୱେଭରେ ଶିଶୁଙ୍କୁ ଅଧିକ ସଂକ୍ରମଣ ହେବାର ଭୟ ଥିବାରୁ ଏବେଠୁ ପ୍ରସ୍ତୁତି ଆରମ୍ଭ…

ଉଦ୍ଧବ ସରକାରଙ୍କ ଉପରେ ପୁଣି ବର୍ଷିଲେ କଙ୍ଗନା ରାଣାଓ୍ଵତ୍‌, କହିଲେ‘ଗୁଣ୍ଡା ବାର-ରେସ୍ତୋରାଁ ଖୋଲିଲେ କିନ୍ତୁ ମନ୍ଦିର…

ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ପୁଣିଥରେ ନିଜ ବିନ୍ଦାସ୍‌ ଅନ୍ଦାଜ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। କଙ୍ଗନା ସବୁବେଳେ ନିଜ ଟ୍ଵିଟ୍‌ ମାଧ୍ୟମରେ ବଲିଉଡ୍‌ ଓ ଶିବସେନାକୁ ଟାର୍ଗେଟ କରିଥାନ୍ତି। ନିକଟରେ ମୁମ୍ବାଇରେ ଗ୍ରୀଡ୍‌ ଫେଲ ହେବା ପରେ କଙ୍ଗନା ରାଜ୍ୟ ସରକାର ଶିବସେନାକୁ ଘେରିଥିଲେ। ତେବେ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଅଜଣା କଲ୍‌, ଉଦ୍ଧବ ଠାକରେଙ୍କୁ ଜୀବନରୁ ମାରିଦେବାକୁ ଧମକ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧମ ଠାକରେଙ୍କୁ ମିଳିଲା ଜୀବନରୁ ମାରିଦେବାକୁ ଧମକ। ଦାଉଦ ପକ୍ଷରୁ ଏହି ଧମକ ଆସିବା ପରେ ତାଙ୍କ ବାସଭବନ ମାତୋଶ୍ରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ପୋଲିସ ଜଣାଇଛି ଯେ ତାଙ୍କୁ ତାଙ୍କ ଲ୍ୟାଣ୍ଡଲାଇନ ଫୋନକୁ ଦୁଇଟି କଲ୍‌ ଆସିଥିଲା। ଫୋନରେ…

ମହାରାଷ୍ଟ୍ର ମହାଡ୍ରାମାରେ ପଡ଼ିଲା ଯବନିକା, ମାସେ ପରେ ଗଠନ ହେଲା ଠାକରେ ସରକାର

କେନ୍ୟୁଜ୍(ବ୍ୟୁରୋ): ମହାରାଷ୍ଟ୍ର ମହାଡ୍ରାମାରେ ପଡ଼ିଲା ଯବନିକା। ମାସେ ପରେ ଗଠନ ହେଲା ସରକାର। ଆଜି ଶପଥ ନେଇଛି ମହା ବିକାଶ ଅଘାଡ଼ି ସରକାର। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଉଦ୍ଧବ ଠାକରେ। ଶିବସେନା-ଏନ୍‌ସିପି ଓ କଂଗ୍ରେସ ମେଣ୍ଟ ସରକାରର ସେ ମୁଖ୍ୟମନ୍ତ୍ରୀ ଭାବରେ ବର୍ଣ୍ଣାଢ୍ୟ…

ମହାରାଷ୍ଟ୍ରରେ ଆରମ୍ଭ ହେବ ନୂଆ ଯୁଗ, ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ

ମହାରାଷ୍ଟ୍ରରେ ଆରମ୍ଭ ହେବ ନୂଆ ଯୁଗ । ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ । ସଂଧ୍ୟା ୬ଟା ୪୦ରେ ମୁମ୍ବାଇର ଶିବାଜୀ ପାର୍କରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଶିବାଜୀ ପାର୍କରେ ପ୍ରସ୍ତୁତି ଚୂଡାନ୍ତ ପର‌୍ୟ୍ୟାୟରେ ପହଞ୍ଚିଛି । ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ…