Below header

ମୁମ୍ବାଇରେ ବିଶାଳ ଚାଷୀ ସମାବେଶ: ଐତିହାସିକ ଆଜାଦ ମୈଦାନରେ ଏକାଠି ହୋଇଛନ୍ତି ହଜାର ହଜାର ଚାଷୀ

ମୁମ୍ବାଇ: ମୁମ୍ବାଇରେ ବିଶାଳ ଚାଷୀ ସମାବେଶ । ଐତିହାସିକ ଆଜାଦ ମୈଦାନରେ ଏକାଠି ହୋଇଛନ୍ତି ହଜାର ହଜାର ଚାଷୀ । ସମାବେଶରେ ଏନସିପି ମୁଖ୍ୟ ଶରଦ ପାଓ୍ଵାର ସାମିଲ ହେବା କାର୍ଯ୍ୟକ୍ରମ ରହିଛି।

ଶନିବାର ନାସିକରୁ ପଦଯାତ୍ରାରେ ବାହାରିଥିଲେ ମହାରାଷ୍ଟ୍ରର ୨୧ଟି ଜିଲ୍ଲାର ହଜାର ହଜାର ଚାଷୀ । ସେମାନେ ଛୋଟ ଛୋଟ ଚାଷୀ ସଂଗଠନର ଆହ୍ଵାନରେ ଆସିଥିଲେ । ନାସିକ୍‌ରୁ ଭାରତୀୟ କିଷାନ ସଭା ବ୍ୟାନରରେ ଶନିବାର ମୁମ୍ବାଇ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ । ୧୮୦ କିଲୋମିଟର ପଦଯାତ୍ରା କରି ଗତକାଲି ସଂଧ୍ୟାରେ ମୁମ୍ବାଇରେ ପହଞ୍ଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.