ଆସନ୍ତାକାଲି ନାଟୋରେ ସାମିଲ ହେବ ଫିନଲ୍ୟାଣ୍ଡ, ୩୧ ତମ ସଦସ୍ୟ ହେବ ଫିନ୍ଲ୍ୟାଣ୍ଡ
ଆସନ୍ତାକାଲି ନାଟୋରେ ସାମିଲ ହେବ ଫିନଲ୍ୟାଣ୍ଡ । ସଦସ୍ୟ ହେବା ପରେ ନାଟୋର ୩୧ ତମ ସଦସ୍ୟ ହେବ ଫିନ୍ଲ୍ୟାଣ୍ଡ । ଏନେଇ ସୂଚନା ଦେଇଛନ୍ତି ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନ୍ବର୍ଗ । ତିନି ଦିନ ତଳେ ନାଟୋରେ ଫିନଲାଣ୍ଡ ସାମିଲ ହେବାକୁ ତୁର୍କୀରୁ ମିଳିଥିଲା ଗ୍ରୀନ୍ ସିଗଲାନ୍ ।

୩୦ ଦେଶଙ୍କ ମଧ୍ୟରେ ତୁର୍କୀ ଏକମାତ୍ର ଦେଶ ଯିଏ ନାଟୋରେ ଫିନଲାଣ୍ଡକୁ ସାମିଲ କରିବାକୁ ବିରୋଧ କରୁଥିଲା । ନାଟୋ ସେକ୍ରେଟାରୀ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ କହିଥିଲେ ଫିନଲାଣ୍ଡ ବିଧିବଦ୍ଧ ଭାବେ ନାଟୋରେ ସାମିଲ ହେଲେ ନିଜକୁ ସୁରକ୍ଷିତ କରିବା ସହ ନାଟୋକୁ ଅଧିକ ଶକ୍ତିଶାଳୀ କରିବ ।