ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର,ଡ୍ରାଇଭର ସମେତ ଦୁଇ ମୃତ

ଗାଇସିଲେଟ୍‌ ରାସ୍ତା ଗଡ଼ଭାଟି ବୁବୁଡ଼ା ବ୍ରିଜ୍‌ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ରାସ୍ତା କଡ଼ରେ ଓଲଟିଛି । ଘଟଣା ସ୍ଥଳରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ ହୋଇଛି ।

ପଦମପୁର(କେନ୍ୟୁଜ୍):   ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଡ୍ରାଇଭର ସମେତ ଦୁଇ ମୃତ । ଗାଇସିଲେଟ୍‌ ରାସ୍ତା ଗଡ଼ଭାଟି ବୁବୁଡ଼ା ବ୍ରିଜ୍‌ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ରାସ୍ତା କଡ଼ରେ ଓଲଟିଛି । ଘଟଣା ସ୍ଥଳରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ ହୋଇଛି । ଅନ୍ୟ ମୃତକ ହେଲେ ବୁବୁଡା ଗାଁର ୫୦ ବର୍ଷିୟ ନାରାୟଣ ପୋଢ । ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.