ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଚକା ତଳେ ଚାପି ହୋଇ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ
ସୋର : ଟ୍ରାକ୍ଟର ତଳେ ଚାପି ହୋଇ ଦୁଇ ନାବାଳକଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଗୋପାଳ ପୁର ଥାନା ତାଳକୁରୁଣିଆ ପଂଚାୟତ ତାଳକୁରୁଣିଆ ଗାଁରେ ଏପରି ଘଟଣା ଘଟିଛି । ମୃତକ ହେଲେ ବାହାନଗା ବ୍ଲକ ତାଳକୁରୁଣିଆ ଗାଁର ଶାସିକାନ୍ତ ମଳିକଙ୍କ ପୁଅ ସତ୍ୟଜିତ ମଳିକ ଓ ଦିଲୀପ ପାଣିଗ୍ରାହୀଙ୍କ…