Below header

ସୁପ୍ରିମକୋର୍ଟର ୪ ବିଚାରପତି କରୋନା ପଜିଟିଭ୍ ଚିହ୍ନଟ, ସଂକ୍ରମଣ ବଢୁଥିବାରୁ ଆଜିଠୁ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାର ହେବ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୪ ବିଚାରପତିଙ୍କୁ କରୋନା । ସେମାନଙ୍କ ମଧ୍ୟରୁ ଜଣେ ବିଚାରପତି ଦିଲ୍ଲୀ ଏମସ୍‌ରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ୩ ବିଚାରପତି କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ।

ସୂଚନା ଅନୁସାରେ ସୁପ୍ରିମକୋର୍ଟର ୧୫ ଜଣ ବିଚାରପତିଙ୍କ କୋଭିଡ ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି। ଦେଶରେ ସଂକ୍ରମଣ ବଢିବା ପରେ ଆଜିଠୁ ସୁପ୍ରିମକୋର୍ଟରେ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.