କୋଭିଡ ନିୟମ ଉଲ୍ଲଂଘନ କରି ଚାଲୁଥିଲା ବସ୍‌, ଜବତ କଲା କମର୍ଦ୍ଦା ପୋଲିସ୍

ଜଳେଶ୍ବର: କରୋନା ସଂକ୍ରମଣ ରୋକିବା ପାଇଁ ବାହାର ରାଜ୍ୟକୁ ବସ୍‌ ଚଳାଚଳ ବନ୍ଦ କରିଛନ୍ତି ରାଜ୍ୟସରକାର। ହେଲେ କିଛି ବସ୍‌ ମାଲିକ ଗଳାବାଟ ଦେଇ ବସ୍‌ରେ ଯାତ୍ରୀ ପରିବହନ କରୁଛନ୍ତି।

ଗତକାଲି ବାରିପଦାରୁ ପଶ୍ଚିମବଙ୍ଗ କାନ୍ଥି ଦେଇ ପୁରୀ ଅଭିମୁଖେ ଯାଉଥିବା ବସ୍‌କୁ ଜବତ କରିଛି କମର୍ଦ୍ଦା ପୋଲିସ । କଟକଣା ଉଲ୍ଲଂଘନ ଅଭିଯୋଗରେ ବସ୍‌ ନାଁରେ କମର୍ଦ୍ଦା ଥାନାରେ ମାମଲା ରୁଜୁ ହୋଇଥିବା କହିଛନ୍ତି ଭୋଗରାଇ ତହସିଲଦାର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.