ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ଗଙ୍ଗାସାଗର ମେଳା

(କେନ୍ଯୁଜ୍): ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ଗଙ୍ଗାସାଗର ମେଳା। ଏହି ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଲକ୍ଷ ଲକ୍ଷ ଭକ୍ତ ଗଙ୍ଗାସାଗରରେ ବୁଡ ପକାଇ କପିଳମୁନି ମନ୍ଦିରରେ ପୂଜା କରୁଛନ୍ତି । ଶ୍ରଦ୍ଧାଳୁ ମାନେ ମଧ୍ୟନାଗା ସାଧୁଙ୍କ ଦର୍ଶନ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ହଜାର ହଜାର ଭକ୍ତଙ୍କ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥମାନେ ଆସିବା ଆରମ୍ଭ କରିଛନ୍ତି। ଏବେ ନାଗା ସନ୍ନ୍ୟାସୀଙ୍କ ଆଗମନକୁ କେନ୍ଦ୍ର କରି ବିଶେଷ ଉତ୍ସବ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.