ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ

ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ । ନାରାୟଣ ସାଇଙ୍କୁ ଦୋଷୀ ସାବ୍ୟସ୍ତ କଲେ ଗୁଜୁରାଟ ସେସନ୍ସ କୋର୍ଟ । ଆସନ୍ତା ୩୦ ତାରିଖରେ ତାଙ୍କର ଦଣ୍ଡ ବିଧାନ ହେବ। ସୁରତରେ ରହୁଥିବା ଦୁଇ ଭଉଣୀଙ୍କ ପକ୍ଷରୁ ହୋଇଥିବା ଦୁଷ୍ମର୍ମ ଅଭିଯୋଗରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

Leave A Reply

Your email address will not be published.