Below header

୨୬/୧୧ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ଗିରଫ

ପାକିସ୍ତାନ : ୨୬/୧୧ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ପାକିସ୍ତାନରେ ଗିରଫ। ପଞ୍ଜାବ ପ୍ରଦେଶର କାଉଣ୍ଟର ଟେରରିଜିମ ବିଭାଗ ହଫିଜକୁ ଲାହୋରରୁ ଗିରଫ କରିଛି। ସେ ବସ୍‌ରେ ଲାହୋରରୁ ଗୁଞ୍ଜରୱାଲା ଯାଉଥିବା ବେଳେ ତାକୁ ଗିରଫ କରାଯାଇଛି। ଗିରଫ ପରେ ତାକୁ ସଙ୍ଗେ ସଙ୍ଗେ ଜେଲକୁ ପଠାଇ ଦିଆଯାଇଛି। ଆତଙ୍କବାଦୀ ସଂଗଠନ ଜାମାତ ଉଲ ଦାୱାର ମୁଖ୍ୟ ହଫିଜ ସୟିଦକୁ ୨୦୦୯ର ଏକ ମାମଲାରେ ଗିରଫ କରାଯାଇଥିବା କୁହାଯାଇଛି। ତେବେ ନିଜ ଗିରଫ ବିରୋଧରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି ହଫିଜ ସୟିଦ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.