Below header

ଆଇଆଇଟି-କାନପୁର ଛାତ୍ର ତିଆରି କଲେ ଫୋଲଡେବୁଲ ସିଡି, ଟ୍ରେନର ଉପର ବର୍ଥକୁ ଯିବାକୁ ହେବ ସୁବିଧା

କାନପୁର : ଆଇଆଇଟି-କାନପୁରର ଜଣେ ଟିମ ଭାରତୀୟ ରେଲେଓ୍ଵର ବଗି ପାଇଁ ଫୋଲଡ୍‌ ହେଉଥିବା ସିଡି ତିଆରି କରିଛନ୍ତି। ଏହି ସିଡି ଯାତ୍ରୀମାନଙ୍କୁ ମିଡିଲ ଏବଂ ଉପର ବର୍ଥକୁ ଯିବାପାଇଁ ସାହାଯ୍ୟ କରିବ।

ଆଇଆଇଟି କାନପୁରରେ ପ୍ରୋଗ୍ରାମ ଡିଜାଇନିଂରେ ପିଏଚଡି କରୁଥିବା କନିଷ୍କ ବିଶ୍ୱାସ କହିଛନ୍ତି ଯେ ଏହି ସିଡିରେ ୩ ଫୋଲଡେବୁଲ ଷ୍ଟେପ ରହିଛି ଯାହା ଲକ୍‌ ଏବଂ ଅନଲକ୍‌ ହୋଇପାରିବ। ଏହି ସିଡି ବହୁତ କମ୍‌ ଯାଗା ନେଇଥାଏ।

ସିଡିରେ ପାଦ ରଖି ଯିବା ପାଇଁ ପ୍ରଥମ ଏବଂ ଦ୍ୱିତୀୟ ବର୍ଥ ମଝିରେ ଷ୍ଟାଣ୍ଡ ହୋଇଛି। ଏହି ସିଡିକୁ ରେଲେଓ୍ଵର ଅଧିକାରୀଙ୍କୁ ଟ୍ରାଏଲ ପାଇଁ ପଠାଯାଇଛି। ଯାହାଦ୍ୱାରା ଔପଚାରିକ ଆବଶ୍ୟକତା ପୂରଣ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.