Below header

ଭାରତୀୟ ନୌସେନା ଦିବସ ପାଇଁ ବୀରତ୍ୱପୂର୍ଣ୍ଣ ପ୍ରସ୍ତୁତି

ମୁମ୍ବାଇ : ଆସନ୍ତାକାଲି ଭାରତୀୟ ନୌସେନା ଦିବସ ପାଳନ କରାଯିବ । ଏଥିପାଇଁ ‘ବିଟିଂ ଦ ରିଟ୍ରିଏଟ୍‌’ କାର୍ଯ୍ୟକ୍ରମ କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ନୌବାହିନୀ ପକ୍ଷରୁ ସ୍ଥାନୀୟ ଗେଟେଓ୍ଵ ଅଫ୍‌ ଇଣ୍ଡିଆ ଠାରେ ଅଭ୍ୟାସ ଚାଲିଛି । ନୌବାହିନୀ ହେଲିକପ୍ଟରର ପ୍ରଦର୍ଶନ, ସୈନିକଙ୍କ ମାର୍ଚ୍ଚପାଷ୍ଟ ଆଦିର ରିହର୍ସାଲ ଚାଲିଛି । ଯାହାକୁ ଖେିବାକୁ ଗତକାଲି ଶହ ଶହ ଲୋକ ଜମା ହୋଇଥିଲେ । ୧୯୭୧ ମସିହାରେ ପାକିସ୍ତାନର କରାଚୀ ବନ୍ଦର ଉପରେ ଆକ୍ରମଣ କରିଥିଲା ଭାରତୀୟ ନୌବାହିନୀ । ପୂରା କବଜାକୁ ନେଇ ଯାଇଥିଲା । ଏହି ସଫଳତା ପରେ ନୌସେନା ଦିବସ ପାଳନ କରାଯାଉଛି । ଦେଖନ୍ତୁ ରିହର୍ସାଲର ଭିଡିଓ ।

NAVY-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.