ଇସଲାମକୁ ସବୁଠୁ ପୁରୁଣା ଧର୍ମ କହିଲେ ଜାମିଆତ ମୁଖ୍ୟ, ବାହାର ଦେଶରୁ ଇସଲାମ ଭାରତ ଆସି ନଥିବା ଦାବି

ମୋଦି ଓ ଭାଗବତଙ୍କର ଯେତିକି ମାହମୁଦଙ୍କର ସେତିକି। କେହି କାହାଠାରୁ ଇଞ୍ଚେ ଅଧିକ ନୁହନ୍ତି। ଇସଲାମ ଧର୍ମର ମୂଳ ମାଟି ଭାରତ ବୋଲି ସେ ଦାବି କରିଛନ୍ତି । ବାହାର ଦେଶରୁ ଇସଲାମ ଭାରତ ଆସିଥିବା ଭୁଲ ଧାରଣା ଓ ଆଧାରହୀନ ବୋଲି ସେ କହିଛନ୍ତି। ଇସଲାମ ସବୁଠୁ ପୁରାତନ ଧର୍ମ ବୋଲି କହିଛନ୍ତି ମାହମୁଦ ମଦାନୀ ।

ଇସଲାମ ସବୁଠୁ ପୁରୁଣା ଧର୍ମ। ଭାରତ ମୋଦିଙ୍କର ଯେତିକି ମାହମୁଦଙ୍କର ସେତିକି । ଏମିତି ଦାବି କରିଛନ୍ତି ଜାମିଆତ ଉମେଲା-ଇ-ହିନ୍ଦ ମୁଖ୍ୟ ମାହମୁଦ ମଦାନି । ସଂଗଠନର ୩୪ତମ ସାଧାରଣ ଅଧିବେଶନକୁ ସମ୍ବୋଧିତ କରି ମଦାନୀ କହିଛନ୍ତି ଭାରତ ଆମ ଦେଶ ।

ମୋଦି ଓ ଭାଗବତଙ୍କର ଯେତିକି ମାହମୁଦଙ୍କର ସେତିକି। କେହି କାହାଠାରୁ ଇଞ୍ଚେ ଅଧିକ ନୁହନ୍ତି। ଇସଲାମ ଧର୍ମର ମୂଳ ମାଟି ଭାରତ ବୋଲି ସେ ଦାବି କରିଛନ୍ତି । ବାହାର ଦେଶରୁ ଇସଲାମ ଭାରତ ଆସିଥିବା ଭୁଲ ଧାରଣା ଓ ଆଧାରହୀନ ବୋଲି ସେ କହିଛନ୍ତି। ଇସଲାମ ସବୁଠୁ ପୁରାତନ ଧର୍ମ ବୋଲି କହିଛନ୍ତି ମାହମୁଦ ମଦାନୀ ।

 

Leave A Reply

Your email address will not be published.