Below header

ଝାଡ଼ଖଣ୍ଡରେ ସରକାର ଗଢ଼ିବ ଜେଏମ୍‌ଏମ୍‌-କଂଗ୍ରେସ-ଆରଜେଡି ମେଣ୍ଟ, କିଛି ଘଣ୍ଟା ଭିତରେ ଚିତ୍ର ହୋଇଯିବ ସ୍ପଷ୍ଟ

କେନ୍ୟୁଜ୍(ବ୍ୟୁରୋ): ଝାଡ଼ଖଣ୍ଡରେ ସରକାର ଗଢ଼ିବ ଜେଏମ୍‌ଏମ୍‌-କଂଗ୍ରେସ-ଆରଜେଡି ମେଣ୍ଟ। ଆଉ କିଛି ଘଣ୍ଟା ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ବର୍ତ୍ତମାନ ସୁଦ୍ଧା ଗଣତିରେ ଜାମସେଦପୁର ଇଷ୍ଟ ଆଗନରୁ ପଛରେ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ। ସେପଟେ ଜେଏମ୍‌ଏମ୍‌ ମୁଖ୍ୟ ହେମନ୍ତ ସୋରେନ ବାରହାଟ ଓ ଡୁମକା ଆସନରୁ ଆଗରେ ଚାଲିଛନ୍ତି। ଧନଓ୍ଵାରରେ ଆଗରେ ଅଛନ୍ତି ବାବୁଲାଲ ମାରାଣ୍ଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.