Browsing Tag

jharkhand

Mao Arrest: ସୁରକ୍ଷା ବାହିନୀଙ୍କୁ ମିଳିଲା ବଡ଼ ସଫଳତା, ନକ୍ସଲମୁକ୍ତ ହେଲା ଝାଡ଼ଖଣ୍ଡ

ମାଲକାନାଗିରି: ନକ୍ସଲମୁକ୍ତ ହେଲା ଝାଡ଼ଖଣ୍ଡ । ଏକ କୋଟି ଟଙ୍କା ପୁରସ୍କାର ରାଶି ଇନାମୀ ହାର୍ଡକୋର୍ ମାଓବାଦୀ ମିସିର ବେସରା ଗିରଫ । ରାଞ୍ଚି, ଝାଡ଼ଖଣ୍ଡରେ ନକ୍ସଲବାଦ ବିରୋଧରେ ଚାଲିଥିବା ଅପରେସନରେ ସୁରକ୍ଷା ବାହିନୀ ଙ୍କୁ ଏକ ବଡ଼ ସଫଳତା ମିଳିଛି । ଏକ ମିଳିତ ଅପରେସନ ରେ, ଝାଡ଼ଖଣ୍ଡ…

ଟ୍ରକ୍-ଯାତ୍ରୀବାହୀ ଗାଡ଼ି ମଧ୍ୟରେ ଧକ୍କା, ୭ ମୃତ ଓ ଜଣେ ଗୁରୁତର

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏକ ଟ୍ରକ୍ ଏବଂ ଯାତ୍ରୀବାହୀ ଗାଡ଼ି ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ଗତକାଲି…

ସରଣ୍ଡାରେ IED ବିସ୍ଫୋରଣ, ୨ ଯବାନ ଆହତ

ଝାଡ଼ଖଣ୍ଡ : ଶନିବାର ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ମାଓ ବିରୋଧୀ ଅଭିଯାନ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସରଣ୍ଡାର ଘନ ଜଙ୍ଗଲରେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା IED ବିସ୍ଫୋରଣ ହେବାରୁ ସିଆରପିଏଫର ୨୦୯ତମ କୋବ୍ରା ବାଟାଲିୟନର ୨ ଜଣ ସୈନିକ ଆହତ ହୋଇଛନ୍ତି । ଆହତ ସୈନିକଙ୍କ…

ଝାଡ଼ଖଣ୍ଡର ବଡ଼ ଦୁର୍ଘଟଣା, ରେଲୱେ କ୍ରସିଂରେ ଟ୍ରକକୁ ଧକ୍କା ଦେଲା ଟ୍ରେନ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଦେଓଘର ଜିଲ୍ଲାର ଜସିଡିହ ଅଞ୍ଚଳରେ ଏକ ରେଲୱେ କ୍ରସିଂରେ ବଡ଼ ଦୁର୍ଘଟଣା ଘଟିଛି ।  ଟ୍ରକ୍ ଟି ରାସ୍ତା ପାରି ହେଉଥିବା ବେଳେ ଧକ୍କା ଦେଲା ଟ୍ରେନ ।  ଫଳରେ ଦୁର୍ଘଟଣାରେ ଅନେକ ଲୋକ ଆହତ ହେବାର ଆଶଙ୍କା କରାଯାଉଛି । ରିପୋର୍ଟ ଅନୁସାରେ, ଗୁରୁବାର ସକାଳେ ଦେଓଘର…

ଆଇ ଅଜା କାନ୍ଧରେ ଅନାଥ ନାତି ନାତୁଣୀଙ୍କ ବୋଝ

ବାପା ମା ଦୁର୍ଘଟଣାରେ ଏକା ସାଙ୍ଗରେ ଆରପାରିକୁ ଚାଲିଗଲେ । ବେସାହାରା ହୋଇଗଲେ ଦୁଇ କୁନି ପିଲା । ଶେଷରେ ଏହି ଦୁଇ ପିଲାଙ୍କୁ କୋଳେଇ ନେଲେ ଅଜା ଆଇ । ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବାଂଶପାଳ ବ୍ଲକ ରାଇଗୋଡା ପଞ୍ଚାୟତ ର ବିନିଦା, ଡ଼ଙ୍ଗାପାଣି ସାହିରେ । ଝିଅକୁ…

ପ୍ରେମ ପାଇଁ ମହାଭାରତ, ଦମ୍ପତି ଏବଂ ପ୍ରେମିକଙ୍କ କଳହର ସମାଧାନ ବେଳେ ଆକ୍ରମଣର ଶୀକାର ହେଲେ କନେଷ୍ଟବଳ

ପ୍ରେମକୁ ନେଇ ମହାଭାରତ ସୃଷ୍ଟି ହୋଇଛି । ଯାହା ଧନବାଦର ଝରିଆ ଥାନା ଅନ୍ତର୍ଗତ ବସ୍ତାକୋଲା ଟିଓପିରେ ଦେଖିବାକୁ ମିଳିଛି । ପ୍ରେମିକ-ପ୍ରେମିକା ଏବଂ ସ୍ବାମୀ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାକୁ ଲାଗିଥିଲା । ଏହାରି ମଧ୍ୟରେ ଜଣେ କନେଷ୍ଟବଳ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିଲେ ।…

୨୦୧୮ ମାମଲାରେ ରାହୁଲ୍ ଗାନ୍ଧୀ ଆଶ୍ବସ୍ତି, ଝାଡଖଣ୍ଡ କୋର୍ଟରୁ ମିଳିଲା ଜାମିନ

ଝାଡ଼ଖଣ୍ଡର ଚାଇବାସାରେ ଥିବା ସାଂସଦ-ବିଧାୟକ କୋର୍ଟ ବୁଧବାର ଦିନ ବରିଷ୍ଠ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ପୁରୁଣା ମାନହାନି ମାମଲାରେ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲା ୨୦୧୮ ମସିହାରେ ଚାଇବାସାରେ ଏକ ରାଲି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

ଝାଡ଼ଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୮ କାଉଡ଼ିଆ ମୃତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ଦେଓଘରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୮ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।ଏହା ସହିତ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ…

ଘରେ ପଶିଲା ବାଘ, ଉପସ୍ଥିତ ବୁଦ୍ଧି ଯୋଗୁଁ ପରିବାର ସଦସ୍ୟଙ୍କୁ ବଞ୍ଚାଇଲେ ବ୍ୟକ୍ତି

ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାରୁ ପ୍ରାୟ ୬୫ କିଲୋମିଟର ଦୂର ସିଲି ବ୍ଲକର ମାର୍ଡୁ ଗାଁରେ ବୁଧବାର ଏକ ବାଘ ଯୋଗୁଁ ଆତଙ୍କ ଦେଖାଯାଇଥିଲା । ବାଘଟି ଜଣେ ଚାଷୀଙ୍କ ଘରେ ପଶିଯିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଜଣେ ବନ ଅଧିକାରୀ କହିଛନ୍ତି ଯେ, ପାଲାମୁ ଟାଇଗର ରିଜର୍ଭର ଏକ ଉଦ୍ଧାରକାରୀ ଦଳ…

ଖାଲି ପଡିଛି ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରସିକ୍ୟୁଟର ନିଯୁକ୍ତି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଝାଡ଼ଖଣ୍ଡ ଲୋକସଭା ଆୟୋଗ ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରସିକ୍ୟୁଟର ନିଯୁକ୍ତି ଭର୍ତ୍ତି ପାଇଁ ଆବେଦନ ଘୋଷଣା କରିଛି । ଏହି ନିଯୁକ୍ତି ପାଇଁ ୧୩୪ ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀ ଜୁନ୍ ୨୯ରୁ ଆବେଦନ କରିପାରିବେ । ଆବେଦନକାରୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ…

ଝାଡ଼ଖଣ୍ଡରେ ପୋଲିସ ଗୁଳିରେ ୮ ମାଓବାଦୀ ନିହତ

ଝାଡ଼ଖଣ୍ଡ: ଛତିଶଗଡ଼ ପରେ ଝାଡ଼ଖଣ୍ଡରେ ମାଓ ନିପାତ ଅଭିଯାନ  ।  ପୋଲିସ ଗୁଳିରେ ୮ ମାଓବାଦୀ ନିହତ।  ଏପର୍ଯ୍ୟନ୍ତ ୮ ମାଓବାଦୀଙ୍କ ମୃତଦେହ ମିଳିଥିବା ବେଳେ ଅଧିକ ମାଓବାଦୀ ମୃତାହତ ହୋଇଥିବା ଅନୁମାନ କରାଯାଉଛି ।  ନିହତ ମାଓବାଦୀଙ୍କ ଠାରୁ ଏସଏଲଆର, ଇନସାସ୍ ରାଇଫଲ ଓ ପିସ୍ତଲ ଜବତ ହୋଇଛି ।…

୪ଦିନ ହେଲା ଜିନ୍ନତ ଉପାସରେ, ଏବେ ଟ୍ରାଙ୍କୁଲାଇଜ କରିବା ସୁରକ୍ଷିତ ନୁହେଁ: ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

ଜିନ୍ନତକୁ ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ । ଝାଡଖଣ୍ଡ ଜଙ୍ଗଲରୁ ଶିମିଳିପାଳ ଆଣିବାକୁ ଉଦ୍ୟମ ଚଲାଇଛି ବନବିଭାଗ । ଏବେ ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି ବାଘୁଣୀ ଜିନ୍ନତ । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଏବେ ବି ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି । ଜଙ୍ଗଲ ବିଭାଗ ଜିନ୍ନତ ଉପରେ ତୀକ୍ଷଣ ନଜର…