Browsing Tag

jharkhand

ଏଠି ଗଙ୍ଗା ମାତା କରନ୍ତି ଶିବଙ୍କ ଜଳାଭିଷେକ

ଭାରତରେ ଏପରି ଅନେକ ମନ୍ଦିର ଅବସ୍ଥିତ, ଯାହା ଚମତ୍କାର ଏବଂ ରହସ୍ୟରେ ଭରା ରହିଛି । ମନ୍ଦିର ସହ ଜଡ଼ିତ ଥିବା ପ୍ରାଚୀନ କାହାଣୀ ମଧ୍ୟ ଲୋକମାନଙ୍କର ଭକ୍ତିଭାବକୁ ବେଶି ମଜବୁତ କରିଥାଏ । ଯାହା ଶ୍ରଦ୍ଧାଳୁଙ୍କ ଭିଡ଼ ସେଠାକୁ ଦିନକୁ ଦିନ ବଢାଇଥାଏ। ସେହିଭଳି ଏକ ରହସ୍ଯମୟ ଶିବ ମନ୍ଦିର ବିଷୟରେ ଆଜି…

ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋଙ୍କ ନିଧନ, ବିଧାନସଭା ବଜେଟ୍‌ ଅଧିବେଶନରେ ହଠାତ୍‌ ବିଗିଡ଼ି ଯାଇଥିଲା…

ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋଙ୍କର ଚେନ୍ନାଇରେ ଦେହାନ୍ତ ହୋଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏହି ସୂଚନା ସେୟାର କରିଛନ୍ତି। ସେ ଲେଖିଛନ୍ତି, 'ଆମର ଟାଇଗର ଜଗରନାଥ ଦା ଆଉ ନାହାନ୍ତି! ଆଜି ଝାଡ଼ଖଣ୍ଡ ନିଜର ଜଣେ…

ଝାଡ଼ଖଣ୍ଡ ହାଇକୋର୍ଟରେ ମୁଖ୍ୟ ବିଚାରପତି ହେବେ ଓଡ଼ିଆ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର

କଟକ(କେନ୍ୟୁଜ୍): ଝାଡ଼ଖଣ୍ଡ ହାଇକୋର୍ଟରେ ମୁଖ୍ୟ ବିଚାରପତି ହେବେ ଓଡ଼ିଆ ବିଚାରପତି। ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଝାଡ଼ଖଣ୍ଡ ହାଇକୋର୍ଟରେ ମୁଖ୍ୟ ବିଚାରପତି ହେବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଏ ନେଇ ଟ୍ୱିଟ କରିବା ସହିତ…

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଅସୁସ୍ଥ; ଫୁସ୍‌ଫୁସ୍‌ ଓ କିଡ୍‌ନୀରେ ସଂକ୍ରମଣ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମୁଖିଆ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ରାଞ୍ଚିର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଶିବୁ ସୋରେନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ତାଙ୍କ ଫୁସ୍‌ଫୁସ୍‌ ଓ କିଡ୍‌ନୀରେ…

ଝାଡ଼ଖଣ୍ଡ: ଧନବାଦ ହସ୍ପିଟାଲରେ ଭୀଷଣ ନିଆଁ; ଡାକ୍ତର ଦମ୍ପତିଙ୍କ ସମେତ ୬ ଜିଅନ୍ତା ଜଳିଗଲେ

ଝାଡ଼ଖଣ୍ଡର ଧନବାଦର ପୁରୁଣା ବଜାରସ୍ଥିତ ହାଜରା ହସ୍ପିଟାଲରେ ଶୁକ୍ରବାର ରାତିରେ ଭୟଙ୍କର ନିଆଁ ଲାଗି ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୀଷଣ ଅଗ୍ନିକାଣ୍ଡରେ ଜିଅନ୍ତା ଜଳି ପ୍ରାଣ ହରାଇଥିବା ଡାକ୍ତର ଦମ୍ପତି ହେଲେ ବିକାଶ ହାଜରା ଓ ପ୍ରେମା ହାଜରା। କୁହାଯାଉଛି ଯେ…

ତୁନିଷା ଶର୍ମାଙ୍କ ପରେ ଆଉ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ, ସକାଳୁ ସକାଳୁ ରାସ୍ତା ଉପରେ ଗୁଳି ମାରିଦେଲେ ଦୁର୍ବୃତ୍ତ!

ପଶ୍ଚିମବଙ୍ଗର ହାଓ୍ଵଡା ଜିଲ୍ଲାରେ ବୁଧବାର ଝାଡ଼ଖଣ୍ଡର ଜଣେ ଅଭିନେତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ ସୂଚନା ଅନୁସାରେ, ହାଓ୍ଵଡ଼ା ଜିଲ୍ଲାରେ ବୁଧବାର ସକାଳେ ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତମାନେ ଲୁଟ୍‌ପାଟ କରିବା ଉଦ୍ଦେଶ୍ୟରେ ଅଭିନେତ୍ରୀଙ୍କ ପରିବାର ଉପରେ ଆକ୍ରମଣ…

ଦୀପାବଳି ପାଇଁ ବସ୍‌ ଭିତରେ ଜଳା ଯାଇଥିଲା ମହମବତୀ; ନିଆଁ ଲାଗି ଯିବାରୁ ଗାଡ଼ି ସହ ଡ୍ରାଇଭର ଓ ହେଲ୍‌ପର ଜୀବନ୍ତ ଦଗ୍ଧ

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଦୀପାବଳି ଦିନ ଏକ ବସ୍‌ରେ ନିଆଁ ଲାଗି ୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇ କହିଛି କି, ଏହି ଘଟଣା ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସ୍ ଟର୍ମିନାଲ୍ ମଧ୍ୟରୁ ଅନ୍ୟତମ ଲୋୟର ବଜାର ପୋଲିସ୍ ଷ୍ଟେସନ ଅଞ୍ଚଳ ଖଡଗଡ଼ାରେ ଘଟିଛି। ସେ…

ଝାଡ଼ଖଣ୍ଡରେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଗଣଦୁଷ୍କର୍ମ ମାମଲା: ପୋଲିସ୍‌ ହାତ ଖାଲି

କେନ୍ୟୁଜ୍(ବ୍ୟୁରୋ): ଝାଡ଼ଖଣ୍ଡର ଚାଇବାସାରେ ଚାଞ୍ଚଲ୍ୟକର ଘଟଣା । ଜଣେ ୨୬ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଗଣଦୁଷ୍କର୍ମ । ୧୦ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗୁରୁବାର ଦିନ ନିଜ ପୁୁରୁଷ ବନ୍ଧୁଙ୍କ ସହ ସ୍ଥାନୀୟ ଏରୋଡ୍ରମକୁ ବୁଲିବାକୁ ଯାଇଥିଲେ ଯୁବତୀ ଜଣକ । ସେଠାରେ…

ରାସ୍ତାରେ ଜମିଥିବା ବର୍ଷାପାଣିରେ ଗାଧୋଇଲେ କଂଗ୍ରେସ ବିଧାୟିକା! ଜାତୀୟ ରାଜପଥର ଶୋଚନୀୟ ଅବସ୍ଥାକୁ ନେଇ କଲେ ନିଆରା…

ଝାଡ଼ଖଣ୍ଡର ମହଗାମା କଂଗ୍ରେସ ବିଧାୟିକା ଦୀପିକା ପାଣ୍ଡେ ସିଂ ଜାତୀୟ ରାଜପଥ ଉପରେ ବସି ନିଆରା ପ୍ରତିବାଦ ଜଣାଇଛନ୍ତି। ସେ ନିଜ ନିର୍ବାଚନ ମଣ୍ଡଳୀ ଦେଇ ଯାଇଥିବା ୧୩୩ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ବିରୋଧରେ ସ୍ୱର ଉଠାଇଛନ୍ତି। ବୁଧବାର ବିଧାୟିକା ସେଠାରେ ଧାରଣାରେ ବସିବା ସହ…

ବ୍ରିଜ୍‌ରୁ ନଦୀକୁ ଖସିଲା ବସ୍‌, ୬ ମୃତ, ୪୦ ଗୁରୁତର

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ହଜାରିବାଗରେ ଭୀଷଣ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ଆଜି ଗିରିଡିହ ଜିଲ୍ଲାରୁ ରାଞ୍ଚି ଅଭିମୁଖେ ଯାତ୍ରା କରୁଥିବା ଏକ ବସ୍‌ ତାତିଝରିଆ ଥାନା…

ଅଙ୍କିତା ହତ୍ୟା ମାମଲାରେ ଅଯୋଧ୍ୟା ମହନ୍ତଙ୍କ ବିବାଦୀୟ ବୟାନ; କହିଲେ, ‘ଅଭିଯୁକ୍ତକୁ ପେଟ୍ରୋଲ ଢାଳି ମାରିଦେଲେ ମିଳିବ…

ଝାଡ଼ଖଣ୍ଡର ଦୁମକା ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ଆଡ଼ୁ ଆକ୍ରୋଶ ଦେଖା ଦେଇଛି। ଏବେ ବି ବୟାନବାଜି ଜାରି ରହିଛି। ଏହି ମାମଲାରେ ବର୍ତ୍ତମାନ ଅଯୋଧ୍ୟା ହନୁମାନଗଡ଼ିର ମହନ୍ତ ରାଜୁ ଦାସ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଏକ ଘୋଷଣା କରି କହିଛନ୍ତି କି, ଅଙ୍କିତା ହତ୍ୟା ମାମଲାର ଅଭିଯୁକ୍ତ…

ଦଣ୍ଡ ତ ମିଳିବ…୯ମ ଶ୍ରେଣୀର ଫେଲ୍‌ ପିଲା ଶିକ୍ଷକଙ୍କୁ ଆମ୍ବ ଗଛରେ ବାନ୍ଧି ନିର୍ଧୁମ୍‌ ପିଟିଲେ

ଝାଡ଼ଖଣ୍ଡର ଦୁମକା ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିଦ୍ୟାଳୟର ଛାତ୍ରମାନେ ସ୍କୁଲର ସହାୟକ ଶିକ୍ଷକ କୁମାର ସୁମନ ଓ କ୍ଲର୍କ ସୋନେରାମ ଚୌଡ଼େଙ୍କୁ ଆମ୍ବ ଗଛରେ ବାନ୍ଧି ଖୁବ୍‌ ପିଟିଛନ୍ତି। ଯଦିଓ କିଛି ସମୟ ପରେ ସେମାନଙ୍କୁ ଖୋଲି ଦିଆଯାଇଥିଲା, କିନ୍ତୁ ପରେ…