Browsing Tag

jharkhand

ଦଣ୍ଡ ତ ମିଳିବ…୯ମ ଶ୍ରେଣୀର ଫେଲ୍‌ ପିଲା ଶିକ୍ଷକଙ୍କୁ ଆମ୍ବ ଗଛରେ ବାନ୍ଧି ନିର୍ଧୁମ୍‌ ପିଟିଲେ

ଝାଡ଼ଖଣ୍ଡର ଦୁମକା ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିଦ୍ୟାଳୟର ଛାତ୍ରମାନେ ସ୍କୁଲର ସହାୟକ ଶିକ୍ଷକ କୁମାର ସୁମନ ଓ କ୍ଲର୍କ ସୋନେରାମ ଚୌଡ଼େଙ୍କୁ ଆମ୍ବ ଗଛରେ ବାନ୍ଧି ଖୁବ୍‌ ପିଟିଛନ୍ତି। ଯଦିଓ କିଛି ସମୟ ପରେ ସେମାନଙ୍କୁ ଖୋଲି ଦିଆଯାଇଥିଲା, କିନ୍ତୁ ପରେ…

ଟଳିନାହିଁ ବନ୍ୟା ବିପତ୍ତି ସେପଟେ ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜର ଖୋଲିଲା ୭ ଟି ଗେଟ

କେନ୍ୟୁଜ୍(ବ୍ୟୁରୋ): ବନ୍ୟା ସ୍ଥିତି ନେଇ ଏସଅଆରସିଙ୍କ ସୂଚନା। ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜ ୭ ଟି ଗେଟ ଖୋଲିଛନ୍ତି। ସେଠାରୁ ୧ ଲକ୍ଷ ୫ ହଜାର କ୍ୟୁସେକ ପାଣି ଆସୁଛି। ଏହାଦ୍ୱାରା ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ। ମାତ୍ର ବନ୍ୟା ସମ୍ଭାବନା କମ ।…

ଝାଡ଼ଖଣ୍ଡ: ତ୍ରିରଙ୍ଗା ଉଡ଼ାଇବାର ପ୍ରସ୍ତୁତି ବେଳେ ବିଦ୍ୟୁତ୍‌ ଆଘାତରେ ସଫେଇ କର୍ମୀଙ୍କ ମୃତ୍ୟୁ, ୨ ପୋଲିସ କର୍ମୀଙ୍କ…

ଆଜି ସାରା ଦେଶ ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଝାଡ଼ଖଣ୍ଡରେ ଘଟିଛି ଏକ ଦୁଃଖପୂର୍ଣ୍ଣ ଘଟଣା। ଏଠାରେ ବୋକାରୋ ଜିଲ୍ଲା ମୁଖ୍ୟାଳୟସ୍ଥିତ ପୋଲିସ ଲାଇନ୍‌ ପରିସରରେ ଜାତୀୟ ପତାକା ଉଡ଼ାଇବାର ପ୍ରସ୍ତୁତି ଚାଲିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ହସ୍ପିଟାଲରେ ଏମିତି ଦୁରବସ୍ଥା! ନବଜାତ ଶିଶୁର ଗୋଡ଼ ହାତକୁ କାମୁଡ଼ି କଣା କରିଦେଇଛି ମୂଷା

ଝାଡ଼ଖଣ୍ଡ: ହସ୍ପିଟାଲରେ ନବଜାତକକୁ କାମୁଡ଼ି କ୍ଷତାକ୍ତ କରିଛି ମୂଷା। ମୂଷା କାମୁଡ଼ାରେ ଛୁଆଟିର ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି ଝାଡ଼ଖଣ୍ଡର ଏକ ସରକାରୀ ହସ୍ପିଟାଲରେ। ଏଠାକାର ଗିରିଡିହର ଏକ ସରକାରୀ ହସ୍ପିଟାଲରେ ଏକ ନବଜାତ ଶିଶୁର ଗୋଡ଼ ଓ…

ବେଆଇନ ଖଣି ଖୋଳିବା ବେଳେ ଭୟାନକ ଦୁର୍ଘଟଣା, ୧୩ ମୃତ

ନୂଆଦିଲ୍ଲୀ : ଧନବାଦର ଏକ ବେଆଇନ କୋଇଲା ଖଣିରେ ଖଣି ଖନନ ସମୟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ନିରସା ପ୍ରଖଣ୍ଡ ଅଞ୍ଚଳରେ ବେଆଇନ ଖଣିରେ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ବି କିଛି ଲୋକ କୋଇଲା ଅତଡ଼ା ତଳେ ଚାପି ହୋଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର…

ଝାଡ଼ଖଣ୍ଡରେ ଯାତ୍ରୀବାହୀ ବସ୍‌ ଓ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା :୧୬ ମୃତ, ୧୭ ଆହତ

ମାଲକାନଗିରି(କେନ୍ୟୁଜ୍): ଝାଡ଼ଖଣ୍ଡର ପାକୁଡ଼ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ୧୬ ଜଣଙ୍କ ମୃତ୍ୟୁ, ୧୭ ଆହତ । ଗୋବିନ୍ଦପୁର-ସାହେବଗଞ୍ଜ ରାଜ୍ୟ ରାଜପଥର ପାଦେରକୋଲା ଗାଁ ନିକଟରେ ଯାତ୍ରୀବାହୀ ବସ୍‌ ଓ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୧୬…

ଏହି ରାଜ୍ୟରେ ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା; କିନ୍ତୁ ସର୍ତ୍ତ ଲାଗୁ!

ଝାଡ଼ଖଣ୍ଡରେ ପେଟ୍ରୋଲ ଏବଂ ଡିଜେଲ ନୂଆ ବର୍ଷରେ ୨୫ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ମିଳିବ। ରାଜ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘୋଷଣା କରିଛନ୍ତି। କିନ୍ତୁ ଏହି ଶସ୍ତା ପେଟ୍ରୋଲ ଏବଂ ଡିଜେଲର ଲାଭ କେବଳ ବିପିଏଲ କାର୍ଡଧାରୀମାନେ ପାଇ ପାରିବେ। ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି ଯେ ୨୬…

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା, କୁକୁର କାମୁଡିବା ଟିକା ବଦଳରେ ଦେଲେ କରୋନା ଟିକା

ନୂଆଦିଲ୍ଲୀ : ଝାଡଖଣ୍ଡର ପାଲାମୁ ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା ଯୋଗୁ ଏକ ଭୟାନକ ମାମଲା ସାମ୍ନାକୁ ଆସିଛି। ପ୍ରକୃତରେ, ଶନିବାର ଦିନ ନାଉଡିହା ଗାଁର ଜଣେ ବ୍ୟକ୍ତି କୁକୁର କାମୁଡ଼ିଥିଲେ, ପରେ ସେ ପାଟାନ ବ୍ଲକ ମୁଖ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ରେବି-ବିରୋଧୀ ଟିକା ପାଇଁ…

ଓଡ଼ିଶା ସମେତ ଏହି ସବୁ ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନୂଆ ସୂଚନା ଜାରୀ କରାଯାଇଛି । ଓଡ଼ିଶା, ଝାଡ଼ଖଣ୍ଡ, ବିହାର ସମେତ ଅନ୍ୟ କିଛି ସ୍ଥାନରେ ଜୋରରେ ବର୍ଷା ହେବାର ସମ୍ଭବନା ରହିଛି । ଆଜି ଅର୍ଥାତ ୬ ଅଗଷ୍ଟ ଶୁକ୍ରବାରରୁ ଏହି ବର୍ଷା ଆରମ୍ଭ ହେବ । ବର୍ଷାର ମାତ୍ରା ଅଧିକ ରହିବ । ଏହା ଆସନ୍ତା ସୋମବାର ବା ୯ ଅଗଷ୍ଟ…

ବିବାହର ୧୭ ଦିନ ପରେ ସ୍ୱାମୀ ନେଲେ ଏଭଳି ନିଷ୍ପତ୍ତି: ନବବିବାହିତା ସ୍ତ୍ରୀକୁ ପ୍ରେମିକ ସହିତ କରାଇଲେ ବିବାହ

ରାଞ୍ଚି: ପ୍ରେମରେ ପାଗଳ ପ୍ରେମୀଙ୍କ ଅନେକ କାହାଣୀ ଆପଣ ଶୁଣିଥିବେ, ହେଲେ ରାଞ୍ଚିର ଜଣେ ବ୍ୟକ୍ତି ବିବାହର ମାତ୍ର ୧୭ ଦିନ ପରେ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକଙ୍କ ପାଖକୁ ପଠାଇବାକୁ ନେଇ ଚର୍ଚ୍ଚାରେ। କେବଳ ଏତିକି ନୁହେଁ ଉକ୍ତ ପ୍ରେମିକଙ୍କୁ ସ୍ତ୍ରୀଙ୍କୁ ଦେବା ପୂର୍ବରୁ ସେ ପୋଲିସ ଷ୍ଟେଶନରେ…

ବିବାହର ୧୭ ଦିନ ପରେ ସ୍ୱାମୀକୁ ଛାଡ଼ି ସ୍ତ୍ରୀ ହେଲା ଫେରାର, ଖବର ହେଲା ଭାଇରାଲ

ବିବାହର ୧୭ ଦିନ ପରେ ସ୍ୱାମୀକୁ ଛାଡ଼ି ସ୍ତ୍ରୀ ହେଲା ଫେରାର। ବିବାହର ମାତ୍ର କେଇ ଦିନ ମଧ୍ୟରେ ଘର ଛାଡି ପ୍ରେମିକ ଘରକୁ ଚାଲିଗଲା ଯୁବତୀ। ପ୍ରେମିକ ମଧ୍ୟ ନିଜ ବିବାହିତା ପ୍ରେମିକାକୁ ପାଖରେ ରଖିବା ପାଇଁ ଖୁସି ଖୁସି ହୋଇଗଲେ ରାଜି। ଘଟଣାଟି ଝାଡ଼ଖଣ୍ଡ ରାଜ୍ୟର। ଗତ ୩ ଜୁଲାଇରେ ଏହି ଯୁବତୀ…

”ମୋବାଇଲ ବ୍ୟାଙ୍କ” ସାହାଯ୍ୟରେ ଅନଲାଇନ କ୍ଲାସ ପାଇଁ ଗରିବ ପିଲାଙ୍କୁ ଦିଆଯିବ ମାଗଣା ସ୍ମାର୍ଟଫୋନ

କରୋନା କାଳରେ ସବୁକିଛି ଠପ୍‌ ପଡିଥିବା ବେଳେ ପିଲାଙ୍କ ପାଠପଢ଼ା ମଧ୍ୟ ବାଧା ପ୍ରାପ୍ତ ହେଉଛି। ସରକାର ପିଲାଙ୍କ ପାଠପଢ଼ା ପାଇଁ ଯଥା ସମ୍ଭବ ନୀତି ଆପଣାଉଛନ୍ତି। କରୋନାରେ ପିଲାଙ୍କ କୋର୍ସ ସାରିବା ପାଇଁ ଏବେ ସ୍ମାର୍ଟଫୋନର ଗୁରୁତ୍ୱ ବେଶ ବଢ଼ିଯାଇଛି। ଡିଜିଟାଲ ଯୁଗରେ ସ୍ମାର୍ଟଫୋନରେ ପାଠପଢ଼ା…