Below header

ଚାରା ଘୋଟାଲା ମାମଲା, ଆଜି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ

ରାଞ୍ଚି: ଚାରା ଘୋଟାଲା ମାମଲାରେ ସଂପୃକ୍ତି ନେଇ ଆଜି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ସିବିଆଇ ଅଦାଲତ ପକ୍ଷରୁ ତାଙ୍କୁ ୩୪ଟି ପ୍ରଶ୍ନ କରାଯାଇଥିଲା । ଏସବୁ ପ୍ରଶ୍ନର ଉତ୍ତର ଦେଇଥିଲେ ଲାଲୁ । ପ୍ରାୟ ୨ ଘଣ୍ଟା ଧରି ବୟାନ ରେକର୍ଡ ପରେ କୋର୍ଟରୁ ପୋଲିସ ସୁରକ୍ଷା ମଧ୍ୟରେ ବାହାରି ଆସିଥିଲେ ଲାଲୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.