ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପୁଳ ବିଜୟ, ୫୮ ହଜାର ଖଣ୍ଡ ଭୋଟରେ ପ୍ରିୟଙ୍କାଙ୍କୁ ହରାଇଲେ

ବାଜି ମାରିଲେ ମମତା । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପୁଳ ବିଜୟ । ଭବାନୀପୁର ଆସନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପ୍ରିୟଙ୍କା ତ୍ରିବେଲାରଙ୍କୁ ୫୮ ହଜାର ଖଣ୍ଡ ଭୋଟରେ ହରାଇଲେ ଦିଦି । କହିରଖିବା ଉଚିତ ହେବକି ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ଶୁଭମ ଅଧିକାରୀଙ୍କ ଠାରୁ ହାରିବା ପରେ ଭବାନୀପୁର ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମମତା ଓ ପ୍ରିୟଙ୍କାଙ୍କ ମଧ୍ୟ ଜୋରଦାର ଟକ୍କର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.